News from Gajapati Odisha
ଫକୀରମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ଧାରଣା
ପାରଳାଖେମୁଣ୍ଡି:୧୫/୭(ଗରୁଡ ଧ୍ୱଜ ଚୌଧୁରୀ) ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ନ୍ୟାୟିକ ତଦନ୍ତ ଏବଂ ଉପଯୁକ୍ତ ନ୍ୟାୟ ସହ...
ଗଞ୍ଜାମ ଜିଲ୍ଲାରୁ ୧୨ ସିଟ ଜିତିଲେ ସରକାର କରିବ କଂଗ୍ରେସ—- ରମେଶ ଜେନା ଜି
ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ)ରାହୁଲଙ୍କ କ୍ରେଜରେ ରମେଶ ଜେନା ଙ୍କ ମାଷ୍ଟର ଷ୍ଟ୍ରୋକ ଗଞ୍ଜାମ ପରେ8 ସାରା ରାଜ୍ୟରେ ବଢୁଛି ରମେଶଙ୍କ...
ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନଙ୍କ ସହାୟତାର ହାତ ବଢ଼ି ଚାଲିଛି
ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି....
କାଶୀନଗର ଠାରେ ଭଡା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର….. ସ୍ଥାୟୀ କେନ୍ଦ୍ର ନିର୍ମାଣ ଅର୍ଦ୍ଧନିର୍ମିତ ହୋଇ ରହିବା ଯୋଗୁଁ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇଛି
ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗରରେ ଭଡା ଘରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର. ସ୍ଥାୟୀ...
ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାଣ୍ଡିଆ ବଣ୍ଟନରେ ଅନିୟମିତତା….. ଖାଉଟିଙ୍କୁ ଓଜନରେ ଠକି ଭୁଲ ମାଗିଲେ ଯୋଗାଣ ସହାୟକ
ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କ ନିର୍ଦ୍ଧାରିତ ଓଜନ ଠାରୁ ଲୋକଙ୍କୁ ଭୁଆଁ ବୁଲାଇ...
ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ମହାଦୁର୍ନୀତି…. ବିନା ଟଙ୍କାରେ ମିଳୁନି ଜନ୍ମ ମୃତ୍ୟୁ ପ୍ରମାଣପତ୍ର
ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ) : ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ମୃତ୍ୟୁ ପଞ୍ଜିକରଣ...
ଗଜପତି ଜିଲ୍ଲାର ୫ ଗୋଟି ବ୍ଲକରେ କାର୍ଯ୍ୟରତ ୫ ଜଣ କନିଷ୍ଠଯନ୍ତ୍ରୀଙ୍କ ବଦଳି ସତ୍ତ୍ଵେ ଯାଉନାହାନ୍ତି କାହିଁକି….?
ପାରଳାଖେମୁଣ୍ଡି:୧୨/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ କାର୍ଯ୍ୟରତ ୫ ଗୋଟି ବ୍ଲକରେ ୫ ଜଣ କନିଷ୍ଠଯନ୍ତ୍ରୀଙ୍କ ବଦଳି ହୋଇଯାଇଛି. ହେଲେ ଏହି...
ଗଜପତିରେ ଗଡୁ ନାହିଁ ବିଜୁ ଗାଁ ଗାଡ଼ି…… ଦୀର୍ଘଦିନ ଧରି ଅଚଳ ହୋଇ ରହିଲେ ପାଣିରେ ପଡିବ ସରକାରଙ୍କ କୋଟି କୋଟି ଟଙ୍କା
ପାରଳାଖେମୁଣ୍ଡି:୧୨/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଚାଲୁ ଥିବା ବିଜୁ ଗାଁ ଗାଡି ଚଳାଚଳକୁ ସରକାରୀ ଭାବେ...
ଗଜପତି ପୋଲିସ ଦ୍ୱାରା ୭୫ ଲକ୍ଷ ଟଙ୍କାର ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି:୧୨/୭(ଗରୁଡ ଧ୍ୱଜ ଚୌଧୁରୀ) ଗଜପତି ଜିଲ୍ଲା ପୋଲିସ ଦ୍ଵାରା ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି....
ପାରଳାଖେମୁଣ୍ଡି ଠାରେ ଜାତୀୟ ସ୍ତରୀୟ ବୁଥ ଅଧିକାରୀଙ୍କ ପଞ୍ଚମ ଦିନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୦/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜାତୀୟ ବୁଥ ସ୍ତରୀୟ ଅଧିକାରୀଙ୍କ...
ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ
ପାରଳାଖେମୁଣ୍ଡି:୧୦/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେରେ ଜିଲ୍ଲା...
ପାରଳାଖେମୁଣ୍ଡି ଠାରେ ଜାତୀୟ ସ୍ତରୀୟ ବୁଥ ଅଧିକାରୀଙ୍କ ଚତୁର୍ଥ ଦିନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି:୯/୭(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜାତୀୟ ବୁଥ ସ୍ତରୀୟ ଅଧିକାରୀଙ୍କ...
