News from Gajapati Odisha
ଗଜପତି ଜିଲ୍ଲାର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଉପରେ ବିରାଟ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ପାରଳାଖେମୁଣ୍ଡି:୪/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମ୍ପର୍କିତ ଏକ ବିରାଟ ଶୋଭାଯାତ୍ରା...
ଗଜପତି ଜିଲ୍ଲାରେ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି;୧୨./୮(ଗରୁଡ଼ ଧ୍ଵଜ ଚୌଧୁରୀ)ଭାରତର ସ୍ୱାଧୀନତାର ୭୮ତମ ପାଳନ ଉପଲକ୍ଷେ ଆଜାଦି କା ଅମ୍ରିତ ମହୋତ୍ସବ ପାଳନ ଅବସର ରେ ଅଗଷ୍ଟ...
ବିଜୟ କୁମାର ଦାଶ ନୂତନ ଗଜପତି ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ
ପାରଳାଖେମୁଣ୍ଡି:୧୨/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଭା.ପ୍ର.ସେ. ଆଜି ଯୋଗଦାନ କରିଛନ୍ତି...
ଗଜପତି ଜିଲ୍ଲାର ଗ୍ରାମାଞ୍ଚଳରେ ବିକାଶ ସାତସପନ, ମୌଳିକ ସୁବିଧା ଓ ସରକାରଙ୍କ ବିକାଶମୂଳକ ଯୋଜନାରୁ ବହୁ ଦୂରରେ ଆଦିବାସୀବସ୍ତି
ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଗ୍ରାମାଞ୍ଚଳର ବିକାଶ ସାତସପନ ପାଲଟିଛି. ମୌଳିକ ସୁବିଧା ଓ ସରକାରଙ୍କ ବିକାଶମୂଳକ ଯୋଜନାରୁ ବହୁ...
ଗଜପତି ଜିଲ୍ଲାର କାଶୀନଗରରେ ବଂଶଧାରା ନଦୀର ବାଲିଘାଟ ଲିଜ ନେଇ ଜନଶୁଣାଣି ସମାପ୍ତ
ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା କାଶୀନଗର ଅଞ୍ଚଳ ଦେଇ ପ୍ରବାହିତ ବଂଶଧାରା ନଦୀର ବାଲି ନିର୍ମାଣ କାର୍ଯ୍ୟ ପାଇଁ ଉପଯୋଗୀ...
ଗୁମ୍ମା ବ୍ଲକ ତରଙ୍ଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାରଶମ୍ବା ଗ୍ରାମ ଠାରେ ବିଶ୍ବ ଆଦିବାସୀ ଦିବସ ପାଳିତ, ଆଦିବାସୀଙ୍କ ହକ ଓ ବିକାଶ ନେଇ ଗୁରୁତ୍ୱାରୋପ
ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ)ବିଶ୍ଵ ଆଦିବାସୀ ଦିବସ ଅବସରରେ ଗଜପତିର ଗୁମ୍ମା ବ୍ଲକ ତାରଙ୍ଗଡା ପଞ୍ଚାୟତର ପାରଶମ୍ଵା ଠାରେ ଅଖିଳ ଭାରତ...
ଗଜପତି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।
ପାରଳାଖେମୁଣ୍ଡି:୧୧/୮(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦରମହକୁମା ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ...
ଦୀର୍ଘ ବର୍ଷ ଧରି ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି କଲେଜ ଓ ସଂସ୍କୃତ କଲେଜର ସରକାରୀ ଜମି ଜବରଦଖଲ କରୀଙ୍କ ହାତରୁ ସରକାର ଉଦ୍ଧାର କରିବେ କେବେ
ପାରଳାଖେମୁଣ୍ଡି:୯/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ଏବଂ ସଂସ୍କୃତ ମହାବିଦ୍ୟାଳୟ...
ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଟୁଙ୍ଗୁରୁ ଗ୍ରାମ ନିକଟସ୍ଥ ଦୁର୍ଗମ ପାହାଡ଼ରେ ବୃଦ୍ଧ ଦମ୍ପତିଙ୍କୁ ନିର୍ମମ ହତ୍ୟା
ପାରଳାଖେମୁଣ୍ଡି:୯/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ ପାହାଡ଼ ଉପରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଛି।...
ଗଜପତି ଜିଲ୍ଲାର କେନାଲ ପାଣିରେ ଆନ୍ଧ୍ର ଚାଷୀ ବର୍ଷସାରା ଫସଲ ଆଦାୟ କରି ମାଲା ମାଲ ଗଜପତି ଚାଷୀ ବେହାଲ ଓଡ଼ିଶାର ରାଜସ୍ୱ କ୍ଷତି
ପାରଳାଖେମୁଣ୍ଡି:୯/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଓଡ଼ିଶାର କେନାଲ ଓ ଚେକ ଡ୍ୟାମର ପାଣିକୁ ନେଉଛି ଆନ୍ଧ୍ର ପ୍ରଦେଶ. ଏହାଦ୍ୱାରା ଆନ୍ଧ୍ରର...
ଗୁମ୍ମା ବ୍ଲକର ସଦର ମହକୁମା ଗୁମ୍ମା ଠାରେ ସରକାରୀ ଜମିରୁ ମାଟି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡ଼ିଲା ଠିକାଦାରଙ୍କୁ
ପାରଳାଖେମୁଣ୍ଡି:୮/୮( ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ସରକାରୀ ଜମିରୁ ମାଟି ଖୋଳି ନେଇ କୋଠା ନିର୍ମାଣ କରିବା ମହଙ୍ଗା ପଡିଲା....
ପାରଳାଖେମୁଣ୍ଡି ର ୨ କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ପାଇବେ
ପାରଳାଖେମୁଣ୍ଡି:୮/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ୨ ଜଣ କୃତୀ ପ୍ରତିଯୋଗୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ...
