Gajapati News Today – News from Gajapati District Odisha
ଗଜପତିରେ ଉଦବେଗ : ଗୃହରକ୍ଷୀ ଦୌଡ ପରୀକ୍ଷା ବେଳେ ୨ ମୃତ, ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା
ପାରଳାଖେମୁଣ୍ଡି:୩୦/୫(ଗରୁଡ଼ ଧ୍ଵଜ ଚୌଧୁରୀ)ଗୃହରକ୍ଷୀ ଚାକିରି ପାଇଁ ଶାରୀରିକ ପରୀକ୍ଷା ସମୟରେ ଦୁଇଜଣ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏ ନେଇ ସମଗ୍ର...
ହୋମଗାର୍ଡ ଦୌଡ ପରୀକ୍ଷା ବେଳେ ଗଜପତିରେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ
ପାରଳାଖେମୁଣ୍ଡି:୨୯/୫(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ହୋମଗାର୍ଡ ଇଣ୍ଟରିଭ୍ୟୁ ସମୟରେ ଅଘଟଣ ଦେଖାଦେଇଛି. ଦୌଡ ପରୀକ୍ଷା ଚାଲିଥିବା ବେଳେ ଜଣ ପରୀକ୍ଷାର୍ଥୀ...
ହାଇଦ୍ରାବାଦରେ ପୁଣି ଗଜପତି ଜିଲ୍ଲାର ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି:୨୯/୫(ଗରୁଡ ଧ୍ଵଜ ଚୌଧୁରୀ): ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇଥିବା ଗଜପତି ଜିଲ୍ଲାର ଆଉ ଜଣେ ଓଡ଼ିଆ ଦାଦନ...
ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ଦୁଇ ଜଣ କର୍ମଚାରୀ ୩୦ ହଜାର ଟଙ୍କା କର୍ମଚାରୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ
ପାରଳାଖେମୁଣ୍ଡି:୨୯/୫(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ...
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମର ଦାଦନ ଖଟିବାକୁ ଯାଇ ଥିବା ନାନୁ ଲିମାଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି:୨୮/୫(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରୁ ବାହାରକୁ ଦାଦନ ଖଟିବାକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଜିଲ୍ଲାରେ ଘୋର...
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଗୁଜରାଟ ଦମ୍ପତି
ପାରଳାଖେମୁଣ୍ଡି:୨୮୫(ଗରୁଡ ଧ୍ଵଜ ଚୌଧୁରୀ)ଆଜି ଗଜପତି ଜିଲ୍ଲାରୁ ୭୧ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ...
ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଠାରେ ଆଳୁ ବୋଝେଇ 407 ପିକ ଅପ ଭେନ ଓଲଟି ଜଣେ ମୃତ୍ୟୁ, ୩ ଗୁରୁତର ..
ପାରଳାଖେମୁଣ୍ଡି:୨୭/୫(ଗରୁଡ ଧ୍ଵଜ ଚୌଧୁରୀ)ଆଳୁ ବୋଝେଇ 407 ପିକଅପ ଭେନ ଓଲଟି ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରତର...
ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳା ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ
ପାରଳାଖେମୁଣ୍ଡି:୨୭/୫(ଗରୁଡ ଧ୍ଵଜ ଚୌଧୁରୀ)ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରାର ସଫଳ...
ଗଜପତିରେ ରକ୍ତଶିକୁଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି : ୧୫ ଶହରୁ ଉର୍ଦ୍ଧ ରୋଗୀ ଚିହ୍ନଟ. ୭୦% ରୋଗୀ ସରକାରୀ ସୁବିଧାରୁ ବଞ୍ଚିତ
ପାରଳାଖେମୁଣ୍ଡି:୨୭/୫(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାରେ ଦିନକୁ ଦିନ ରକ୍ତଶିକୁଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି. ବର୍ତ୍ତମାନ ସୁଦ୍ଧା...
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ମହାରାଷ୍ଟ୍ର ଦମ୍ପତି
ପାରଳାଖେମୁଣ୍ଡି:୨୭/୫(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ଗଜପତି ଜିଲ୍ଲାରୁ ୭୦ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ...
ରାୟଗଡ ବ୍ଲକ କଇଁପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
ପାରଳାଖେମୁଣ୍ଡି:୨୭/୫(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ...
ଗଜପତିରେ ଗୃହରକ୍ଷୀ ଚୟନ ପାଇଁ ଶାରୀରିକ ମାପଦଣ୍ଡ ପରୀକ୍ଷା ଆରମ୍ଭ
ପାରଳାଖେମୁଣ୍:୨୬/୫ (ଗରୁଡ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲାରେ ଗୃହରକ୍ଷୀ ଚୟନ ପାଇଁ ଶାରୀରିକ ମାପଦଣ୍ଡ ସହ ବିଭିନ୍ନ ପରୀକ୍ଷା ଅନୁଷ୍ଠିତ...
