ଗଜପତି

ଗୁମ୍ମା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ଜିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପୀତ;ଗୁମ୍ମା ୱାରିସ ଚମ୍ପିୟାନ
ପାରଳାଖେମୁଣ୍ଡି:୨୩/୨(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ଜୀପିଏଲ(ଗୁମ୍ମା ପ୍ରିମୀୟମ ଲିଂଗ) କ୍ରିକେଟ...

ଗଜପତି ଜିଲ୍ଲା ରାଜସ୍ବକ୍ଷେତ୍ର ଅଧିକାରୀଙ୍କ କଲମ ଛାଡ଼ ଆନ୍ଦୋଳନ
ପାରଳାଖେମୁଣ୍ଡି:୨୨/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ଆହ୍ୱାନ କ୍ରମେ ଗଜପତି ଜିଲ୍ଲା ଶାଖା ସଂଘ ପକ୍ଷରୁ...

ପାରଳାଖେମୁଣ୍ଡି ସ୍ଥିତ ଗଜପତିଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାଜୁ ବାଡ଼ ମାଲିକଙ୍କ ଧାରଣା ଓ ଆନ୍ଦୋଳନ
ପାରଳାଖେମୁଣ୍ଡି:୨୨/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଜପତି ଜିଲ୍ଲାର କାଜୁ ବାଡ଼ ମାଲିକ । ଗଜପତି ଜିଲ୍ଲାର ଖାଣ୍ଡବା ଅଞ୍ଚଳରେ...

ଗଜପତି ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୧/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ବେତାଗୁଡା, ପାରାଲାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ...

ଧର୍ମପରାୟଣ ତଥା ସମାଜସେବୀ ବୟୋଜ୍ୟେଷ୍ଠ ମହିଳା ଅପସରା ଦେବୀଙ୍କ ପରଲୋକ ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି:୨୧/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର ୧୫ ନଂ ୱାର୍ଡ ନିବାସୀ ସମାଜସେବୀ, ଧର୍ମ...

ପାରଳାଖେମୁଣ୍ଡି ଠାରେ ଜଗନ୍ନାଥଙ୍କନୂତନ ମନ୍ଦିର ନିର୍ମାଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ
ପାରଳାଖେମୁଣ୍ଡି:୨୧/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଦକ୍ଷିଣ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଗଜପତି ଜିଲ୍ଳାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀଜଗନ୍ନାଥଙ୍କ ନୂତନ...

ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ବନ୍ଧ ଖୋଳାରେ ଦୁର୍ନିତି ଶ୍ରମିକ ବଦଳରେ ମେସିନ କାମକରୁଛି
ପାରଳାଖେମୁଣ୍ଡି:୨୧/୨(ଗରୁଡ଼ ଧ୍ଵଜ ନିଏ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଚାଷ ମାନଙ୍କ ନିମନ୍ତେ ଜମିରେ ପାଣି ମଡାଇବା ପାଇଁ...

ସାହିତ୍ୟ ଅନୁଷ୍ଠାନ ‘ସିଦ୍ଧାନ୍ତ’ର ସାରସ୍ବତ ସମାରୋହରେ ମଞ୍ଜୁଷା ଇତିହାସ’ ପୁସ୍ତକ ଉନ୍ମୋଚିତ
ପାରଳାଖେମୁଣ୍ଡି:୨୦/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଳାର ସଦର ମହକୂମା ପାରଳାଖେମୁଣ୍ଡିସ୍ଥିତ ଉତ୍କଳ ହିତୈଷିଣୀ ସଭା ଗୃହରେ ‘ସିଦ୍ଧାନ୍ତ’ ସାହିତ୍ୟ ଅନୁଷ୍ଠାନ...

ଗୁରାଣ୍ଡି ଥାନା ଅଞ୍ଚଳରେ ଏକ ନାବାଳିକାକୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ
ପାରଳାଖେମୁଣ୍ଡି:୨୦/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲା ଗୁରାଣ୍ଡି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ବଳାତ୍କାର କରାଯାଇଥିବା ଗୁରାଣ୍ଡି ପୋଲିସ ଥାନାରେ ଅଭିଯୋଗ...

ପାରଳାଖେମୁଣ୍ଡି ଆର ଏମ ସି ଠାରେ ଖାଦ୍ୟ ସୁରକ୍ଷା ହିତାଧୀକାରୀ ପରିବାରଙ୍କୁ ଜୀବିକା ସହାୟତା ରାଶି ପ୍ରଦାନ ଶୁଭାରମ୍ଭ।
ପାରଳାଖେମୁଣ୍ଡି:୨୦/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଆରଏମସି ହାଟ ପଦା ଠାରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ...

ପାରଳାଖେମୁଣ୍ଡି ଠାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ କାର୍ଯକ୍ରମ ଅନୁଷ୍ଠିତ୨୨୫ ଆଦିବାସୀ ଯୁବ ଉଦ୍ୟୋଗୀ ଙ୍କୁ ଚେକ୍ ପ୍ରଦାନ
ପାରଳାଖେମୁଣ୍ଡି:୨୦/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦରମହକୁମା ବିଜୁ କଲ୍ୟାଣ ମଣ୍ଡପ ଠାରେ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ପକ୍ଷରୁ...

ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଆପନ୍ନା ପରିଚ୍ଛାଙ୍କ୧୪୬ ତମ ଜୟନ୍ତୀ ପାଳନପାରଳାଖେମୁଣ୍ଡି:୧୭/୨ ଗଜପତି ଜିଲ୍ଳାର ସଦର ମହକୂମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ଗଜପତି ମିଳିତ ସହଯୋଗରେ ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଛି। ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅଧ୍ୟାପିକା ଶୁଭ୍ରା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା କବି ଭବାନୀ କର ଏବଂ କବି ବବିତା ପୁରୋହିତଙ୍କ ସଂଯୋଜନାରେ ୪୦ରୁ ଉର୍ଦ୍ଧ୍ବ ସ୍ବରଚିତ କବିତା ଆବୃତ୍ତି କରାଯାଇଥିଲା। ଦ୍ଵିତୀୟ ଅଧିବେଶନ ରେ ଆପନ୍ନl ପରିଛlଙ୍କ ସ୍ମୃତି ଚାରଣ ଏବଂ ସମ୍ବର୍ଥନା କାର୍ଯ୍ୟକ୍ରମ ଥିଲା। ମଞ୍ଚ ଆହ୍ଵାନ ଓ ସ୍ଵାଗତ ସମ୍ଭାଷଣ ସ୍ନିଗ୍ଧା ମିଶ୍ର ଦେଇଥିବାବେଳେ ଡ.କଲ୍ୟାଣୀ ମିଶ୍ର ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଶିକ୍ଷାବିତ୍ କବି ବିଚିତ୍ରାନନ୍ଦ ବେବର୍ତ୍ତା ସଭାମୁଖ୍ୟ ଥିଲେ। ସମ୍ପାଦକ ମୁରଲୀଧର ପରିଚ୍ଛା ବିବରଣୀ ପାଠପରେ ସ୍ଵତନ୍ତ୍ର ଅତିଥି ବିଘ୍ନେଶ୍ୱର ସାହୁ(ଭୁବନେଶ୍ବର)ଙ୍କୁ ମୁଖ୍ୟ ଅତିଥି ବିରେନ୍ଦ୍ର କୁମାର ଦାସ ଅତିରିକ୍ତ ଜିଲ୍ଲାପାଳ, ସମ୍ବର୍ଥନା ପ୍ରଦାନ କରିଥିଲେ। ତତସହିତ ଆପନ୍ନl ପରିଚ୍ଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବହୁମୁଖି ଦକ୍ଷତା ଲାଭ କରିଥିବା ଛାତ୍ର ହରପ୍ରସାଦ ନଗବଂଶଙ୍କୁ ମଧ୍ୟ ସମ୍ବର୍ଥନl ମୁଖ୍ୟ ଅତିଥି ପ୍ରଦାନ କରିଥିଲେ। ଏହି ଅବସରରେ ବିଘ୍ନେଶ୍ୱର ସାହୁଙ୍କ ପୁସ୍ତକ ସ୍ଵାଭିମାନୀ ଆପନ୍ନl ପରିଚ୍ଛା_ଓ ପାରାଳାଖେମୁଣ୍ଡି ର ସାଂସ୍କୃତିକ ବିବିଧତା ଲୋକାର୍ପଣ ହୋଇଥିଲା। ମୁଖ୍ୟ ବକ୍ତା ଡ .ରୀନା ସାହୁ ତାଙ୍କରି ବକ୍ତବ୍ୟରେ ନାଟ୍ୟକାର ଆପନ୍ନl ପରିଚ୍ଛାଙ୍କ ସ୍ଵତନ୍ତ୍ର ନାଟ୍ୟ ଶୈଳୀ ଏବଂ ବହୁମୁଖି ପ୍ରତିଭା ସମ୍ପର୍କରେ କହିଥିଲେ।ସମ୍ମାନିତ ଅତିଥି ଅର୍ଚ୍ଚନା ମଙ୍ଗରାଜ ,ଜିଲ୍ଲା ସଂସ୍କୃତି ଅଧିକାରୀ,ଗଜପତି , ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,କବି ନରସିଂହ ପଟ୍ଟନାୟକ, ଆଲୋଚନାରେ ଅଂଶଗ୍ରହଣ କରି ଓଡ଼ିଆ ଭାଷା ଓ ସାହିତ୍ୟ ର ବିକାଶରେ ଦିବଙ୍ଗତ ପରିଚ୍ଛା ଙ୍କୁ ମନେପକାଇ ଯୁବପିଢୀ ତାଙ୍କର ପଦାଙ୍କ ଅନୁକରଣ କରିବା ପାଇଁ ଉଦବୋଧନ ଦେଇଥିଲେ। ସଙ୍ଗୀତା ପାତ୍ର, ସ୍ଵର୍ଣ୍ଣ ପ୍ରଭା ପାଠୀ, ସଚଳl ପାତ୍ର ,ପ୍ରଭାବତୀ ପଟନାୟକ ଜଗନ୍ନାଥ ପଟ୍ଟନାୟକ,ଅଞ୍ଜନା ପଟନାୟକ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ତନୁଜା ଶତପଥୀ ଧନ୍ୟବାଦ ପ୍ରଦାନ କରିଥିଲେ।
ପାରଳାଖେମୁଣ୍ଡି:୧୭/୨ ଗଜପତି ଜିଲ୍ଳାର ସଦର ମହକୂମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ...