Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝିରିଆ ପାଲି ରେ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳର ଶୋର୍ଯ୍ୟ ଦିବସ ପାଳିତ

ବୀରମହାରାଜପୁର ; ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ରେ ଗୁରୁବାର ଦିନ ବିଶ୍ଵ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ସୁବର୍ଣ୍ଣପୁର ଜିଲ୍ଲା ତରଫରୁ କେଂଝରିଆପାଲି ଖଣ୍ଡ ବାରଝୁଲା ମନ୍ଦିର ସମ୍ମୁଖରେ ଓ କେନଝିରିଆପାଲି ର ଭାଗବତ ମନ୍ଦିର ପ୍ରାଙ୍ଗଣରେ ଶୋର୍ଯ୍ୟ ଦିବସ ପାଳନ କରାଯାଇଥିଲା l ଏଥିରେ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ନୀଳାମ୍ବର ଭାଇ ଯୋଗ ଦେଈ ବୌଦ୍ଧିକ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସତସଙ୍ଗ ପ୍ରମୁଖ ରାକେଶ ଭାଇ , ବଜରଙ୍ଗ ଦଳ ବୀରମହାରାଜପୁର ପ୍ରଖଣ୍ଡ ସହ ସଂଯୋଜକ ମୁକେଶ ବାରିକ , କେନଝିରିଆପାଲି ପଞ୍ଚାୟତ ସଂଯୋଜକ ଡ଼ିଲେଶ୍ଵର ମଲ୍ଲିକ, ସହ ସଂଯୋଜକ ଓମ ପ୍ରକାଶ ମେଣ୍ଡିଲି ଓ ବଜରଙ୍ଗ ଦଳର ରବିଶଙ୍କର ମିଶ୍ର , ଅନନ୍ତ ପଧାନ , ପୂର୍ଣ୍ଣ ଚନ୍ଦ୍ର ପଧାନ ପ୍ରମୁଖଙ୍କ ସହିତ ବଜରଙ୍ଗ ଦଳ ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ