Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ହାଇସ୍କୁଲ 1990 ମାଟ୍ରିକ ବ୍ଯାଚ ର ପରିବାର ସହ ବନ୍ଧୁ ମିଳନ

ବୀରମହାରାଜପୁର : ରବିବାର ହରିହର ଯୋର ଫୁଲଚରା ଆମ୍ବ ତୋଟା ଠାରେ ୨୫ ଟି ପରିବାର କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବହୁତ ଆନନ୍ଦମୟ ପରିବେଶ ରେ ପରିବାର ସହିତ ଭୋଜି ଭାତ ହୋଇ ପ୍ରାଏ ୩୫ ବର୍ଷ ବ୍ୟବଧାନ ରେ ସମସ୍ତ ପରିବାର ପିଲା ଛୁଆ ମାନଙ୍କୁ ନେଇ ଏହି ମହାମିଳନ ରେ ସମସ୍ତେ ବହୁତ ଖୁସି ଅନୁଭବ କରିଥିଲେ l ଏହି ବନ୍ଧୁ ମିଳନ ରେ ଯଜ୍ଞସ୍ୱର ନାଏକ , ସରୋଜ ବାରିକ , ଆମ୍ବରୀଶ ନାଏକ , ଭୀମ ମେହେର , ହଜାରୀ ମେହେର , ଶୁଭ୍ରାଂଶୁ ପଧାନ , ଯଶୋବନ୍ତ ମେହେର , ଅଲେଖ ମହାକୁଡ଼ , ସୁନୀଲ ଅଗ୍ରୱାଲ , ଏକା ମେହେର , ଲବ ଥନାପତି , କର୍ଣ୍ଣରାଜ ପଧାନ , ସନ୍ତୋଷ ଷଡ଼ଙ୍ଗୀ , ନବକୃଷ୍ଣ ମେହେର , ଶେଷଦେବ ବାରିକ , ସୁଦାସ୍ନା ମିଶ୍ର , ଜାହ୍ନବୀ କର୍ମୀ , ପଙ୍କଜିନୀ ପଣ୍ଡା ପ୍ରମୁଖ ଯୋଗ ଦେଇ ଭାବର ଆଦାନପ୍ରଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories