ବରିଷ୍ଠ ନାଗରିକ ସଂଗଠନ ର ସଦସ୍ୟ ପଦ୍ମନାଭ ପଧାନ ବିୟୋଗରେ ଶୋକ ସଭା
ବୀରମହାରାଜପୁର :
ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁରର ବୟୋଜ୍ୟେଷ୍ଠ ସଦସ୍ୟ ପଦ୍ମନାଭ ପଧାନଙ୍କ ତିରୋଧାନରେ ଆଜି ଗୁରୁବାର ପୂର୍ବାହ୍ନ ୧୧-୦୦ ଘଣ୍ଟା ସମୟରେ କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥ ଏ ସଂକ୍ରାନ୍ତରେ ଏକ ଶୋକ ପ୍ରସ୍ତାବ ଆଣିଥିଲେ। ସ୍ବର୍ଗତ ପଧାନଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ଅନୁଷ୍ଠାନର ସଦସ୍ୟ ଦ୍ବିତୀକୃଷ୍ଣ ପଣ୍ଡl , ଦୟାନିଧି ହୋତl , ଶିବ ଖମାରୀ , ନାରାୟଣ ନାୟକ, ସନ୍ତୋଷ ଷଡ଼ଙ୍ଗୀ , ସୌମିତ୍ରୀ ମେହେର, , ଶ୍ୟାମ ସେଠୀ , ଅକୃର ଦନ୍ତl ,ଚମରା ମହାକୁର , ଦିଲ୍ଲିପ ତ୍ରିପାଠୀ , ବଳରାମ କାଣ୍ଡ , ରାଧେଶ୍ୟାମ ପୁରୋହିତ , ରାଧେଶ୍ୟାମ ରାଏ , ବାସୁ ରଥ , ଭୂଷଣ କୁମାର ପାତ୍ର , ସୁରୁ ସାହୁ, କୃଷ୍ଣଚନ୍ଦ୍ର ପାଢୀ , ନିମାଇଁ ପଣ୍ଡା , ଜ୍ଞାନେନ୍ଦ୍ର ତ୍ରିପାଠୀ, ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

