Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

LPG ସିଲିଣ୍ଡର ବୁକିଂ କୁ ନେଇ ନୂଆ ନିୟମ!

ବର୍ତ୍ତମାନ ର ପରିସ୍ଥିତି ଅଥାର୍ଥ ଅତ୍ୟଧିକ ଚାହିଦା, ପ୍ୟାନିକ୍ ହୋଇ ବୁକିଂ ଓ ଗ୍ୟାସ ଅଭାବ ଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର କିଛି ନୂଆ ପଦକ୍ଷେପ ନେଇଥିବାର ତଥ୍ୟ ସାମ୍ନା କୁ ଆସିଛି । ଯାହା ପୂର୍ବରୁ LPG ସିଲିଣ୍ଡର ବୁକିଂ ପାଇଁ ୨୧ ଦିନର ଗ୍ୟାପ୍ ଥିଲା, କିନ୍ତୁ ବର୍ତ୍ତମାନ ଚାହିଦା ବୃଦ୍ଧି ଓ ଆନ୍ତର୍ଜାତୀୟ ସଙ୍କଟକୁ ଦେଖି ଏହାକୁ କିଛି ସ୍ଥାନରେ ୨୫ ଦିନ କରାଯାଇଛି । ଅଥାର୍ଥ LPG ସିଲିଣ୍ଡର ମିଳିବାର ୨୫ ଦିନ ପରେ ଆପଣ ପରବର୍ତ୍ତୀ ଗ୍ୟାସ ବୁକିଂ କରିପାରିବେ । ସେହିପରି ଦୁଇଟି ସିଲିଣ୍ଡର ଥିବା ଲୋକଙ୍କ ପାଇଁ ଏହି ସମୟ ୩୫ ଦିନ ପର୍ଯ୍ୟନ୍ତ ବଢ଼ାଯାଇଛି ଏବଂ ଉଜ୍ଜ୍ୱଳା ଯୋଜନାର ଲାଭକାରୀମାନେ ୪୫ ଦିନ ପରେ ବୁକିଂ କରିପାରିବେ । ସରକାର ସାଧାରଣ ଗ୍ରାହକଙ୍କୁ ଏହି ନିୟମରେ ବାନ୍ଧୁଛନ୍ତି, କିନ୍ତୁ LPG ର ଅବୈଧ ବିକ୍ରିକୁ ରୋକିବା ପାଇଁ ସରକାର ଙ୍କ ପଦକ୍ଷେପ କେଉଁଠି?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ