Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକ୍ଷୟ ତୃତୀୟାରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିବ ସିଏମ କିଷାନ ଟଙ୍କା!

ଭୁବନେଶ୍ବର, ୧୮ | ୪ : ଚଳିତ ମାସ ୨୦ରେ ପଡୁଛି ପବିତ୍ର ପର୍ବ ଅକ୍ଷୟ ତୃତୀୟା ଆଉ ଏହି ଅବସରରେ ଯୋଗ୍ୟ ଚାଷୀଙ୍କୁ ଦିଆଯିବ ସିଏମ-କିଷାନ ସହାୟତା ରାଶି । କଟକ ଥିବା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରାଶି ପ୍ରଦାନର ଶୁଭାରମ୍ଭ କରିବେ। ସୂଚନା ଅନୁସାରେ, ରାଜ୍ୟର ୪୧ ଲକ୍ଷ ୬୮ହଜାର ୫୮୨ ଚାଷୀଙ୍କୁ ଏହି ଖରିଫ ସହାୟତା ଦିଆଯିବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ