Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟପାଟଣା ବ୍ଲକ ଅଞ୍ଚଳ ରେ ଲଜ୍ଜା, ମାନସିକ ବିକାର ଗ୍ରସ୍ତ ବୃଦ୍ଧା ଙ୍କୁ ଦୁଷ୍କର୍ମ ଅଭିଯୋଗ।

କୋକସରା:୦୪/୦୬ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଞ୍ଚଳରେ ଲଜ୍ଜା,୭୦ ବର୍ଷୀୟ ଜଣେ ମାନସିକ ବିକୃତି ବୃଦ୍ଧା ଙ୍କୁ ଏକ ଟ୍ରାକ୍ଟର ଡ୍ରାଇଭର ବଳାତ୍କାର କରିଥିବା ଅଭିଯୋଗ।ସୂଚନା ଅନୁଯାୟୀ ଜାମଚୁଆ ଗାଁ ର ମାନସିକ ବିକୃତି ମହିଳା ନିଲା ସୋରି ନିକଟସ୍ଥ କେନାଲ ସାଇପନ ରେ ଗାଧୋଇ ଯାଉଥିବା ସମୟରେ ଏକ ଟ୍ରାକ୍ଟର ଡ୍ରାଇଭର ନିଛାଟିଆ ର ସୁଯୋଗ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।ଟ୍ରାକ୍ଟର ଡ୍ରାଇଭର ଟି ମଙ୍ଗଳପୁର ଗ୍ରାମର ଭୁଜବଲ ପହରିଆ ବୋଲି ଜଣାପଡ଼ିଛି।ଖବର ପାଇ ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ