Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ୍‌ ଦୁର୍ଘଟଣା; ଆଜି ୫ ଟ୍ରେନ୍ ବାତିଲ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ବାହାନଗା ବଜାର ଷ୍ଟେସନରେ ଜୁନ୍ ୨ରେ ହୋଇଥିବା ଟ୍ରିପଲ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ଯୋଗୁ ଆଜି ୫ଟି ବାତିଲ କରାଯାଇଛି। ଏନେଇ ପୂର୍ବ ତଟ ରେଳବାଇ (ECoR) ବୁଧବାର ସୂଚନା ଦେଇଛି।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଛାତିଥରା ଦୃଶ୍ୟ ଏବେ ବି ମନରୁ ଲିଭିିିନି। ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚାନ ମିଳିଛି। ଏହାସହ ଆହତଙ୍କ ସଂଖ୍ୟା ମଧ୍ୟ ୧୧୦୦ରୁ ଅଧିକ ରହିଛି। ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି।

ଅନେକ ଆହତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଗୁରୁତର ଆହତଙ୍କ ଚିକିତ୍ସା ଏବେ ମଧ୍ୟ ଜାରି ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories