Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପରଲୋକରେ ଦିଗଜ୍ଜ ଅଭିନେତା ନାନା ପାଟେକର

ମୁମ୍ବାଇ: ପରଲୋକରେ ବଲିଓଡ଼ ଅଭିନେତା ନାନା ପାଟେକର । ୭୫ ବର୍ଷ ବୟସରେ ଗୋଆ ସ୍ଥିତ ବାସଭବନରେ ଚିରଦିନ ପାଇଁ ଆଖି ବୁଝିଛନ୍ତି ଦିଗଜ୍ଜ ଅଭିନେତା ନାନା ପାଟେକର। ହୃଦଘାତ ସମସ୍ୟା ଯୋଗୁଁ ସକାଳ ୫.୩୦ରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା। ୧୯୭୮ରେ ବଲିଓଡ଼ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ହିନ୍ଦୀ ଏବଂ ମରାଠୀ ଫିଲ୍ମରେ କରିଥିଲେ ଅଭିନୟ । ତାଙ୍କର ଏହି ଦେହାନ୍ତରେ ସାର ବଲିଓଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ