Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାମନଗର କୁ ଭି କେ ପାଣ୍ଡିୟାନ ଙ୍କ ଗ୍ରସ୍ତ ନେଇ ପ୍ରସ୍ତୁତି

ଧାମନଗର ଠାରେ ଜରାନିବାସ ନିକଟ ରେ ୫ ଟି ସଚିବ ଭି କେ ପାଣ୍ଡିୟାନ ଚଳିତ ମାସ ୧୨ ତାରିଖ ଦିନ ଧାମନଗର ଗ୍ରସ୍ତ ରେ ଆସିବାକୁ ଥିବା ବେଳେ ଆଜି ବିଜେଡି ଜିଲ୍ଲା ପର୍ଜବେଖକ ତଥା ବିଧାୟକ ପ୍ରତାପ ଜେନା, ଭଦ୍ରକ ସାଂସଦ ମଞ୍ଜୁ ଲତା ମଣ୍ତଳ, ଭଦ୍ରକ ବିଧାୟକ ସଂଜୀବ ମଲିକ, ଚାନ୍ଦବାଲି ବିଧାୟକ ବେମକେଶ ରାୟ, ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ପୁର୍ବତନ ଅଧ୍ୟକ୍ଷ ଅଶୋକ ନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ