Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗରରେ ଧୁମଧାମରେ ଚାଲିଛି ମା’ ଲକ୍ଷ୍ମୀଙ୍କ ପୂଜା ମା’ଙ୍କ ଦର୍ଶନ କଲେ ବିଧାୟକ ରୂପେଶପାଣିଗ୍ରାହୀଙ୍କ

କାଶୀନଗରରେ ଧୁମଧାମରେ ଚାଲିଛି ମା’ ଲକ୍ଷ୍ମୀଙ୍କ ପୂଜା ମା’ଙ୍କ ଦର୍ଶନ କଲେ ବିଧାୟକ ରୂପେଶପାଣିଗ୍ରାହୀଙ୍କ
ପାରଳାଖେମୁଣ୍ଡି:୩/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା କାଶୀନଗର ବ୍ଳକ ସଦର ମହକୁମାରେ ମା’ ଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଉଛି। ମା’ଙ୍କ ଆଗମନକୁ ନେଇ ସମଗ୍ର ସହର ଉତ୍ସବମୁଖର ହୋଇଉଠିଥିବା ବେଳେ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ଦୂରଦୂରାନ୍ତରୁ ଭକ୍ତମାନଙ୍କ ଆଗମନ ଜାରି ରହିଛି।ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ଗସ୍ତ କରି ମା’ ଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନାରେ ଯୋଗ ଦେଇଥିଲେ। ମା’ଙ୍କ ନିକଟରେ ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ।ଏହି ସମୟରେ ବିଧାୟକଙ୍କ ସହ ବରିଷ୍ଠ ନେତା କଟିକି ରାମାରାଓ, ରଘୁରାମ ସାହୁ, ମଧୁବାବୁ, ଜିଲ୍ଲା ପରିଷଦ ସଦସ୍ୟ ଏସ୍.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories