ଧାମନଗରରେ ଭିନ୍ନ ଢଙ୍ଗରେ ରଜ ପର୍ବ ପାଳନ


ଧାମନଗର:  ଧାମନଗର ଏକ ଭାଇ ଚାରା ର ସହର। ଏ ଠାରେ ହିନ୍ଦୁ ଓ ମୁସଲିମସଂପ୍ରଦାୟରେ ଭାଇ ଭଉଣି ବାସ କରନ୍ତି। ତେବେ ପ୍ରଥମ କରି ଓଡିଶା ର ଗଣ ପର୍ବ ରଜ ଉଛବ କୁ ଧାମନଗର ରେ ଉଭୟ ହିନ୍ଦୁ ଓ ମୁସଲିମ ଭାଇ ମାନେ ପାଳନ କରିଛନ୍ତି। ଧାମନଗର ରେ ଗଠିତ ହୋଇ ଥିବା ଏକତା ମଂଚ ପକ୍ଷରୁ ଏହି ରଜ କୁ ପାଳନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ କୁ ଧାମନଗର ଥାନା ର ଥାନା ଅଧିକାରୀ ବନମାଳୀ ବାରିକ ଉଦଘାଟନ କରି ଥିଲେ। ଅନ୍ୟ ତମ ଅଥିତି ଭାବେ ଆଇନିଯିବି ଦେବାଶିଷ ସାମଲ ମୁଖ୍ୟ ବକ୍ତା ସମେତ ଅନ୍ୟ ଅତିଥି ଯୋଗ ଦେଇ ଥିଲେ ।ଉଭୟ ହିନ୍ଦୁ ଓ ମୁସଲିମ ଭାଇ ଏଥିରେ ସାମିଲ ହୋଇ ରଜ ପର୍ବ କୁ ଉପଭୋଗ କରିଥିଲେ।