Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ବିଜେପି ତରଫରୁ ପ୍ରତିବାଦ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେ ଅଘୋଷିତ ବିଦ୍ୟୁତ କାଟ କୁ ପ୍ରତିବାଦ କରି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଉଲୁଣ୍ଡା ବିଜେପି ତରଫରୁ ଗଣଧାରଣା ଦେଇଥିବା ଜଣାଯାଇଛି l ଏଥିର ବହୁ ଦଳୀୟ କର୍ମକର୍ତ୍ତା ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଥିଲେ l ଉକ୍ତ ଆନ୍ଦୋଳନରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଘୁନାଥ ଜଗଦଲା,ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଆନନ୍ଦ ବାରିକ ପ୍ରମୁଖ ନେତୃତ୍ଵ ନେଇଥିବା ବେଳେ ଶତାଧିକ କର୍ମୀ ବିକ୍ଷୋଭ ରେ ସାମିଲ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ