Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁନ୍‌ରେ ଭରପୂର ଜିଏସ୍‌ଟି ଆଦାୟ; ଗତବର୍ଷ ତୁଳନାରେ ୧୦ ପ୍ରତିଶତ ବୃଦ୍ଧି

ଭୁବନେଶ୍ବର: ଗତ ବର୍ଷ ତୁଳନାରେ ଏବର୍ଷ ରାଜ୍ୟରେ ଜିଏସଟି ଆଦାୟ ୧୦ ପ୍ରତିଶତ ବୃଦ୍ଧି ପାଇଛି। ମେ ମାସରେ ଆଦାୟ ହୋଇଥିବା ଜିଏସଟି ତୁଳନାରେ ଜୁନ ମାସରେ ଅଧିକ ୧୨ ପ୍ରତିଶତ ଜିଏସଟି ଆଦାୟ ହୋଇଛି ।

ଜୁନ୍, ୨୦୨୩ରେ ସଂଗୃହିତ ମୋଟ ଜିଏସଟି ଆଦାୟ ହେଉଛି 1,61,497 କୋଟି। ଯେଉଁଥିରୁ CGST ହେଉଛି 31,013 କୋଟି, SGST ହେଉଛି 38,292 କୋଟି, IGST ହେଉଛି 80,292 କୋଟି ଏବଂ cess ହେଉଛି 11,900 କୋଟି ଟଙ୍କା।

୨୦୨୩ ମେ’ ମାସରେ ଦେଶରେ ମୋଟ ୧.୫୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା । ହେଲେ ଏପ୍ରିଲମାସରେ ଜିଏସଟି ଆଦାୟ ସମସ୍ତ ରେକର୍ଡ ଭାଙ୍ଗିଥିଲା । ୨୦୨୩ ଏପ୍ରିଲ ମାସରେ ରେକର୍ଡ ସଂଖ୍ୟକ ୧.୮୭ ଲକ୍ଷ କୋଟି ଟଙ୍କା ଜିଏସଟି ଆଦାୟ ହୋଇଥିଲା।

ଜୁନ୍, 2023 ମସିହାରେ ସଂଗୃହିତ ମୋଟ ଜିଏସଟି ରାଜସ୍ୱ ହେଉଛି 1,61,497 କୋଟି, ଯେଉଁଥିରୁ CGST ହେଉଛି 31,013 କୋଟି, SGST ହେଉଛି 38,292 କୋଟି, IGST ହେଉଛି 80,292 କୋଟି ଏବଂ cess ହେଉଛି 11,900 କୋଟି ଟଙ୍କା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ