Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଜିଲ୍ଲାରେ 5tସଚିବ ଙ୍କୁ ଅଣ୍ଡାମାଡ

ସୁବର୍ଣ୍ଣପୁର: ଆଜି 5ଟି ସଚିବଙ୍କ ସୁବର୍ଣ୍ଣପୁର ଗସ୍ତ l ଜିଲ୍ଲାର ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଏବଂ ସୋନପୁର ବ୍ଲକ ର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ l ପ୍ରଥମରେ ଉଲୁଣ୍ଡା ବ୍ଲକ କୋଟସମଲେଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ପାଣ୍ଡିଆନ ପହଂଚି ଥିଲେ ସେଠାରୁ ଉଲୁଣ୍ଡା ଗସ୍ତ କରୁଥିବା ବେଳେ ତାଙ୍କ ଗାଡିକୁ ଆଣ୍ଡାମାଡ ହୋଇଥିଲା l ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ବେଳେ 5t ସଚିବଙ୍କ ଗସ୍ତକୁ ବିରୋଧ କରି ଗାଡିକୁ ଆଣ୍ଡାମାଡ କଲେ ଆମ ଆଦମୀ ପାର୍ଟିର କର୍ମ କର୍ତା l କୋଟସମଲେଇ ରୁ ଉଲୁଣ୍ଡା ଆସୁଥିବା ରାସ୍ତାରେ ପାଣ୍ଡିଆନ ଙ୍କ କାରକେଡ଼ କୁ ଆଣ୍ଡାମାଡ ସହ କଳାପତାକା ପ୍ରଦର୍ଶନ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ