ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୁ ବିଜ୍ଞାପିତ ଅଞ୍ଚଳ ପରିଷଦର ମାନ୍ୟତା ଦାବିରେ ଗତ 3 ତାରିଖ ରୁ ବୀରମହାରାଜପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ ଆଦମି ପାର୍ଟି, ସୁବର୍ଣ୍ଣପୁର ଜିଲ୍ଲା ତରଫରୁ ଗଣ ଧାରଣା ଦେଇଛନ୍ତି I ସେମାନଙ୍କ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଗଣ ଧାରଣା ଜାରି ରହିବାକୁ କହୁଥିବା ବେଳେ ଉକ୍ତ ଦାବି ସହିତ ପନ୍ଦର ଦଫା ସମ୍ବଳିତ ଦାବି ପତ୍ର ସ୍ଥାନିୟ ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର ଙ୍କୁ ପ୍ରଦାନ କରିଥିବା ଜଣାପଡିଛି I ଦାବିପତ୍ର ରେ ସୁନେସ କଲତା ଙ୍କ ଦସ୍ତଖତ ସହ ସଭାପତି ସୁବର୍ଣ୍ଣପୁର ଜିଲ୍ଲା ଆମ୍ ଆଦମୀ ପାର୍ଟି ରହିଛି I
ବୀରମହାରାଜପୁର କୁ ଏନ୍ ଏ ସି ମାନ୍ୟତା ଦାବିରେ ଆମ ଆଦମି ପାର୍ଟି ତରଫରୁ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
