Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପଦାର୍ଥ ବିଜ୍ଞାନ ସ୍ନାତକ ପରୀକ୍ଷା ରେ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ରେ ଅଭିଲିପ୍ସା ଦ୍ଵିତୀୟ

ବୀରମହାରାଜପୁର : ସୋନପୁର ମହାବିଦ୍ୟାଳୟର ଛାତ୍ରୀ ତଥା ବୀରମହାରାଜପୁର ବ୍ଲକ ଚମ୍ପାପୁର ଗ୍ରାମର ଅଧିବାସୀ ଅଭିଲିପ୍ସା ଶତପଥୀ ଚଳିତ ବର୍ଷ ସ୍ନାତକ ପଦାର୍ଥ ବିଜ୍ଞାନ ପରୀକ୍ଷାରେ ୯.୪୨ ସିଜିପିଏ ମାର୍କ ରଖି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି । ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକଙ୍କ ଗୁଣାତ୍ମକ ଶିକ୍ଷାଦାନ , ପିତାମାତାଙ୍କ ପ୍ରେରଣା ସାଙ୍ଗକୁ ଦୈନିକ ୬ ଘଣ୍ଟାର ଅଧ୍ୟୟନ ଯୋଗୁଁ ତାଙ୍କୁ ଏହି ସଫଳତା ମିଳିଥିବା ସେ କହିଛନ୍ତି । ମାନସ ଶତପଥୀ ଓ ନିତଞ୍ଜିନୀ ଶତପଥୀଙ୍କ ଝିଅର ଏହି ସଫଳତା କଥା ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।