Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାପଥର କଲେଜ ରେ ବନ ମହୋତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କଳାପଥର ସ୍ଥିତ ସତ୍ୟବାଦୀ ହାୟର ସେକେଣ୍ଡାରୀ ସ୍କୁଲ୍ ରେ ବନ ମହୋତ୍ସବ ପାଳିତ ହେଇଯାଇଛି । ଏହି ଅବସର ରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ସଭାପତିତ୍ୱ କରି “ବୃକ୍ଷ ବଞ୍ଚାଅ ପ୍ରୁଥିବୀ ବଞ୍ଚିବ”ବୋଲି କହିଥିଲେ । ଅଧ୍ୟକ୍ଷ ଓ ରେଡକ୍ରସ୍ କାଉନସିଲର କିଶୋର କୁମାର ସାହୁ ଙ୍କ ତତ୍ତ୍ୱାବଧାନରେ କଲେଜ ଛାତ୍ର ଛାତ୍ରୀ ମାନେ କଲେଜ ପରିସର ଓ ରାସ୍ତା କଡରେ ୧୦୦ ଟି ବିଭିନ୍ନ ପ୍ରକାର ର ଔଷଧିୟ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ