Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାସ୍ତାରେ ଗଛପଡି ରାସ୍ତା ଅବରୋଧ, ଅଗ୍ନିଶମ କର୍ମଚାରୀ ଆସି ସଫା କଲେ

ଚିପିଲିମା,୧୮/୦୭ ସମ୍ବଲପୁର ଗୋଶାଳା ଚିପିଲିମା ରାସ୍ତା ସାତୁପାଲି ଛକ ରେ ରବିବାର ରାତିରେ ଏକ ବିଶାଳ ଗଛ ପଡିବାରୁ ରାସ୍ତା ଟି ଅବରୋଧ ହୋଇଯାଇଥିଲା।ଏନେଇ ସ୍ଥାନୀୟ ଲୋକେ ସୋମବାର ସକାଳେ ବୁର୍ଲା ଅଗ୍ନିଶମ କୁ ଜଣାଇଥିଲେ।ଅଗ୍ନିଶମ କର୍ମଚାରୀ ଆସି ମେସିନରେ ଗଛ କାଟି ହଟାଇଥିଲେ।ହେଲେ ଗଛ କାଟିବା ଭିତରେ ଉଭୟ ପଟରେ ଅନେକ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା।ଏନେଇ ଜନସାଧାରଣ ରେ ଅଗ୍ନିଶମ କର୍ମଚାରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି।ରାତିରେ ଗଛଟି ପଡ଼ିଥିବାରୁ କୌଣସି ଧନଜୀବନ କ୍ଷତି ହୋଇନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ