Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିଶିପଡା ନିକଟରେ ସଡକ ଦୁର୍ଘଟଣା ; ବାଇକ ଆରୋହୀ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ତା ଥାନା ଅନ୍ତର୍ଗତ ବିଶିପଡl ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଦେଖାଯାଇଛି l ସୂଚନା ରୁ ଜଣାଯାଇଛି ଯେ ବିହାର ରାଜ୍ୟ ର ନିକି କୁମାର ସିଂ ନାମକ ଏକ ବ୍ୟକ୍ତି ଜlଲୋଏ ରୁ କୌଣସି କାମରେ ଉଲୁଣ୍ଡା ପଟକୁ ଆସୁଥିବା ବେଳେ ସମ୍ବଲପୁର ପଟରୁ ଦ୍ରୁତ ଗତିରେ ଆସୁଥିବା ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା I ଫଳରେ ନିକି ବାଇକ ରୁ ଛିଟିକି ପଡିଥିଲେ I ତାଙ୍କୁ ମୁର୍ମୁଷୁ ଅବସ୍ଥାରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା I ଯାଲୋଏ ନିକଟସ୍ଥ ସହରlପାଲି ମଦ ଦୋକାନରେ ନିକି କାମ କରୁଥିବା ଜଣାପଡ଼ିଛି I