Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପିପଲ କଟା ଜଙ୍ଗଲରେ ବେଆଇନ ରନ୍ଧା ଯାଉଥିବା ଦେଶୀ ମଦ ଠାବ କରି ପଚିଶ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିଛି ଅବକାରୀ ବିଭାଗ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପିପଲକଟା ଜଙ୍ଗଲରେ ବେଆଇନ ଭାବେ ଦେଶୀ ମଦ ରାନ୍ଧୁ ଥିବା ଅବକାରୀ ବିଭାଗ ଆଜି ଖବର ପାଇ ଚଢାଉ କରିଥିଲା I ଏଥିରେ ବୀରମହାରାଜପୁର ଅବକାରୀ ବିଭାଗ ର ଏସ୍ ଆଇ ସୁମିତ୍ରା ହେମ୍ବ୍ରମ ଙ୍କ ନେତୃତ୍ଵରେ ଏକ ଟିମ୍ ପିପଲ କଟା ଜଙ୍ଗଲରେ ପହଞ୍ଚିଥିଲା I ଚଢାଉ ସମୟରେ ସେଠାରୁ 25 କୁଇଣ୍ଟାଲ ମହୁଲ ପୋଚ ଅବକାରୀ ବିଭାଗ ନଷ୍ଟ କରି ଥିବାବେଳେ ବ୍ୟବହାର କରୁଥିବା ମଦ ରନ୍ଧା ସମାଗ୍ରୀ ଯବତ କରିଥିବା ଜଣାଯାଇଛି l