ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ର ଟିକରାପଡ଼ା ଖେଳ ପଡିଆ ର ଶିଳାନ୍ୟାସ କରିଥିଲେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା I ଏ ଅବସରରେ ସୁବଳୟା ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର , ସମିତି ସଭ୍ୟl ଲିଲି ମେହେର , ଚମ୍ପାମାଲ ସମିତିସଭ୍ଯ ଲକ୍ଷ୍ମି ନାରାୟଣ ପୁରୋହିତ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇ ଥିଲେ I ସୂଚନା ଯେ , ଖେଳ ପଡିଆ ର ଜମିକୁ ଗ୍ରାମର କିଛି ବ୍ୟକ୍ତି ଜବର ଦାଖଲ କରିଥିବା ବେଳେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ଛାଡୁ ନ ଥିଲେ I ବୀରମହାରାଜପୁର ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତଜମି ରୁ ଜବର ଦଖଲ ଉଚ୍ଛେଦ ପରେ ଖେଳ ପଡିଆର ଶିଳା ନ୍ୟାସ କରାଯାଇଛି l
ଟିକରାପଡ଼ା ଖେଳ ପଡିଆର ଶିଳାନ୍ୟାସ କଲେ ବ୍ଲକ ଉପାଧ୍ୟକ୍ଷ
