Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାରପାଲି ଛକରେ ପୋଷଣ ସମ୍ବନ୍ଧୀୟ ସଚେତନତା ପାଲା

ଚିପିଲିମା,ସମ୍ୱଲପୁର ଧନକଉଡା ବ୍ଲକ ଆଇସିଡ଼ିଏସ ଅଧିନସ୍ଥ କାର୍ଡୋଳା ସେକ୍ଟର ଚାରପାଲି ଛକରେ ପ୍ରସାଶନ ପକ୍ଷ୍ୟରୁ ପୋଷଣ ସମ୍ବନ୍ଧରେ ପାଲା ମାଧ୍ୟମରେ ଜନସାଧାରଣ ରେ ସଚେତନ କରାଯାଇଥିଲା।ପଶ୍ଚିମ ଓଡିଶାର ବିଶିଷ୍ଟ ପାଲା ଗାୟକ ରାଧେଶ୍ୟାମ ପଣ୍ଡା ଓ ତାଙ୍କର ଦଳ ସୁନ୍ଦର ପାଲା ମାଧ୍ୟମରେ ସଚେତନ କରାଇଥିଲେ।ଆୟୋଜିତ କାର୍ଯ୍ୟକ୍ରମରେ ପରିଦର୍ଶୀକା ବିଲସିନୀ ନନ୍ଦ ଙ୍କ ସହ କାର୍ଡୋଳା ସେକ୍ଟର ର ସମସ୍ତ ଅଙ୍ଗନବାଡି କର୍ମୀ ସହାୟିକା ଏନଏମ ଉପସ୍ଥିତ ଥିଲେ।ଶତାଧିକ ଜନସାଧାରଣ ମଧ୍ୟ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ