Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମଳି ବଜାର ରାଜଘାଟ ବନ୍ଦ,ମନ୍ଦଳିଆ ଆରମ୍ଭ

ସମ୍ବଲପୁର: ସମ୍ବଲପୁର ରାଜଘାଟର ଆଜିଠୁ ପରିଚୟ ବଦଳିଛି। ନବନିର୍ମିତ ମନ୍ଦଳିଆ ରାଜଘାଟ ଯୋଡି ହେଲା ନୂଆଁ ପରଚୟରେ ।ମହାନଗର ନିଗମର ସୂଚନା ଅନୁସାରେ କମଲିବଜ଼ାର ସ୍ଥିତ ଐତିହାସିକ ରାଜଘାଟ ଆଜିଠାରୁ ବନ୍ଦ ହୋଇଛି ଓ ମନ୍ଦଳିଆ ନିକଟରେ ନିର୍ମାଣ କରାଯଇଥିବା ନୂତନ ରାଜଘାଟ ରେ ଆଜି ତା.୨୫.୦୮.୨୦୨୩ ଠାରୁ ଶେଷ କୃତ୍ୟ ସଂପନ୍ନ ପାଇଁ ବ୍ୟବସ୍ଥା କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ