Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାର କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ପୁଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଜଉଁରାଭଉଁରା ପଂଚାୟତ ବଘାରମୁଣ୍ଡା ନିକଟସ୍ଥ ଜଙ୍ଗଲରେ ସ୍ଥାନୀୟ ପୁଲିସ ଚଢଉ କରି ବ୍ୟାପକ ମହୁଲ ପୋଚ ନଷ୍ଟ କରିଥିବା ଜଣାପଡିଛି । ଜଙ୍ଗଲ ମଧ୍ୟରେ ମହୁଲି ମଦ ପ୍ରସ୍ତୁତ କରାଯାଉଥିବା ସୂଚନା ପାଇ ରବିବାର ଉଲୁଣ୍ଡା ଥାନା ପୁଲିସ ଚଢଉ କରିଥିଲା । ମାତ୍ର ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ବେଳେ ପ୍ରାୟ ୧୨ କ୍ୱିଂଟାଲ ମହୁଲ ପୋଚ ନଷ୍ଟ କରିଥିବା ଜଣାପଡିଛି । ଉକ୍ତ ଅଂଚଳରେ ଦିନକୁ ଦିନ ବେଆଇନ ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଲୋକ ଦେଖାଣିଆ ପୋଲିସ ଚଢଉ କରି ନିଜ ଦାୟିତ୍ୱ ସାରି ଦେଉଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ଫେଲ ମାରିଛି ।