ଦେବଗଡ଼ ଜିଲ୍ଲାପାଳ ରେ ବିଭିନ୍ନ ସ୍ଥାନରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି। ପୌରାଞ୍ଚଳ ଓ ଗ୍ରାମାଞ୍ଚଳରୋ ବିଭିନ୍ନ ମନ୍ଦିର ରେ ପୂଜା କୁଠି ଜନ୍ମାଷ୍ଟମୀ ଉତ୍ସବ ଭାରି ଧୂମଧାମ ରେ ପାଳନ କରା ଯାଇଛି। ସେଇଭଲି ଆଜି ରିଆମାଳ ବ୍ଲକ ର ବୁଢାପାଳ ଗ୍ରାମପଞ୍ଚାୟତ ର ଷେଣ୍ଡା ଗ୍ରାମ ର ଶ୍ରୀ ରାଧାକୃଷ ୟୁଥ କ୍ଳବ ଦ୍ୱାରା ଆୟୋଜିତ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ରେ ଯୋଗ ଦେଇଥିଲେ ପୋୖରାଧକ୍ଷା ଶାନ୍ତି ମଞ୍ଜରୀ ଦେଈ || ଗ୍ରାମବାସୀ ଙ୍କ ସହ ଜନ୍ମତ୍ସବ ପାଳନ କରିବା ସହିତ ଆଗକୁ ଉତ୍ସବ କେମିତି ବହୁ ଆଡମ୍ବର ରେ ପାଳନ କରାଯିବ ସେଇ ବିଷୟ ରେ ଆଲୋଚନା କରିଥିଲେ ||
ଷେଣ୍ଡା ଗ୍ରାମ ର ଶ୍ରୀ ରାଧାକୃଷ ୟୁଥ କ୍ଳବ ଦ୍ୱାରା ଆୟୋଜିତ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ରେ ଯୋଗ ଦେଇଥିଲେ ପୋୖରାଧକ୍ଷା ଶାନ୍ତି ମଞ୍ଜରୀ ଦେଈ ||
