Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମାଜସେବୀ ତ୍ରିଲୋଚନ ପାଣିଗ୍ରାହୀଙ୍କୁ ଜିଲ୍ଲା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଦାୟିତ୍ୱ

କଳାହାଣ୍ଡି, ୧୦/୦୯ : ତ୍ରିଲୋଚନ ପାଣିଗ୍ରାହୀ ଜଣେ ସୁ ସଂଗଠକ ସୁ ବକ୍ତା ଭାବରେ ପରିଚିତ. ଛାତ୍ର ଜୀବନରୁ ରାଜନୀତି ରେ ପ୍ରବେଶ କରି ଛାତ୍ର କଂଗ୍ରେସ ସଭାପତି ଯୁବ କଂଗ୍ରେସ ସଭାପତି. ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ. ସମସ୍ତ ଦାଇତ୍ୱ ସୂଚରୁ ରୂପେ ସମ୍ପାଦନ କରିଥିବାରୁ ତାଙ୍କଉପରେ ଆଶା ବିଶ୍ୱାସ କରି ତାଙ୍କୁ ମାନ୍ୟବର ନେତାଶ୍ରୀ ଯୁକ୍ତ ଭକ୍ତ ଚରଣ ଦାସ, ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ଶରତ ପଟନାୟକ. ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ଭାରତ ଭୂଷଣ ବେମାଲ ଶ୍ରୀ ପାଣିଗ୍ରାହୀ ଙ୍କୁ କଳାହାଣ୍ଡି ଜିଲ୍ଳା କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ପଦବୀରେ ନିଯୁକ୍ତି କରିଥିବାରୁ ସମସ୍ତ ନେତାଗଣ ଙ୍କୁ ଧନ୍ୟବାଦ ଠିକ ସମୟରେ ଠିକ ବ୍ୟକ୍ତି ଙ୍କୁ ଠିକ ପଦବୀରେ ନିଯୁକ୍ତି କରିଥିବାରୁ, ଶ୍ରୀ ପାଣିଗ୍ରାହୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଆଗାମୀ ରାଜନୈତିକ ଜୀବନ ଉଜ୍ଜଳ ମୟ ହେଉ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ