Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ପ୍ରଥମ ସ୍ଥାନ ଅଧିକାର କଲେ ଦୀପାନ୍ବିତା : କଳାହାଣ୍ଡି ପାଇଁ ଗୌରବ ଆଣିଲେ

କଳାହାଣ୍ଡି,୧୧/୦୯-ଅନୁଗୁଳଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜ୍ଞାନବିଜ୍ଞାନ ମେଳାରେ ଭାଗ ନେଇ ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ମଦନପୁର ରାମପୁରର ସୁନାଝିଅ ଦିବ୍ୟା ଦୀପାନ୍ବିତା ମିଶ୍ର ! ଏଇ ମେଳାରେ ଭାଗନେଇ ସେ ରାଜ୍ୟସ୍ତରୀୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ! ଦୀପାନ୍ବିତାଙ୍କ ଏଇ ସଫଳତାରେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ! ରାଜ୍ୟର ଜଣେ ଚର୍ଚ୍ଚିତ ବ୍ୟଙ୍ଗ କବି ସୁଶାନ୍ତ ମିଶ୍ର ଓ ସଙ୍ଗୀତା ମିଶ୍ରଙ୍କ ଝିଅ ଦୀପାନ୍ବିତାଙ୍କୁ ଏଥିପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି ! ଏଇ ଅବସରରେ ଦୀପାନ୍ବିତା ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାର ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ