Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଦୁରପଦର ୫ଟି ସ୍କୁଲରେ ଲୁହାରଡ଼ ଚୋରି ଘଟଣା କୁ ଉଚିତ ତଦନ୍ତ ପାଇଁ ଗ୍ରାମବାସୀଙ୍କ ଦାବୀ 

ଭବାନୀପାଟଣା, ୧୨/୦୯ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଦୁରପଦର ୫ଟିସ୍କୁଲରେ ଲୁହାରଡ଼ ଚୋରି ଘଟଣା କୁ ଉଚିତ ତଦନ୍ତ ପାଇଁ ଗ୍ରାମବାସୀ ଙ୍କ ଦାବୀ |ସୂଚନା ଥାଉକି କେସିଙ୍ଗା ଆଦର୍ଶ ଥାନା ଅଧିନସ୍ତ ପଥର୍ଲା ପଞ୍ଚାୟତ ବାହାଦୁରପଦର ଗାଁ ରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୫ଟି ସ୍କୁଲରେ ସ୍କୁଲ କାମପାଇଁ ରଖାଯାଥିବା ୧୦ (ଏମଏମ) ତିନି ବଣ୍ଡଳ ଓ ୮ (ଏମଏମ) ତିନି ବଣ୍ଡଳ ଲୁହା ରଡ଼ ଗତ ୮ତାରିଖ ରାତ୍ରି ରେ ଚୋରି ହୋଇଥିବା ନେଇ ଉତ୍କେଲା ଫାଣ୍ଡି ରେ ଠିକାଦାର ରାଜୁ ଅଗ୍ରୱାଲ ଅଭିଯୋଗ କରିଛନ୍ତି | ସେହିପରି ଉକ୍ତ ଗ୍ରାମ ର ମାନ ସମ୍ମାନ ହାନି ହୋଉଛି ବୋଲି ଆଜି ଠିକାଦାର ରାଧେଶ୍ୟାମ ଅଗ୍ରୱାଲ ଏବଂ ରାଜୁ ଅଗ୍ରୱାଲ ଙ୍କୁ ୫ଟି ସ୍କୁଲ ର ଲୁହାରଡ଼ ଚୋରି ଘଟଣା କୁ ଉଚିତ ତଦନ୍ତ କରିବା ପାଇଁ ଉଚିତ ତଦନ୍ତ କରିବା ଦାବୀ ରଖିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲିସ ପ୍ରଶାସନ କୁ ମଧ୍ୟ ବାହାଦୁରପଦର ଗ୍ରାମବାସୀଙ୍କ ଦାବୀ ରହିଛି |