Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଶିଶୁ ଟୀକା କାରଣ କୁନେଇ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି, ୧୪/୦୯ : କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବିଭାଗ ପକ୍ଷରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଶିଶୁ ଛାଡିଯାଇଥିବା ଟୀକା ସବୁ ଦିଅନ୍ତୁ ଆପଣଙ୍କ ପାଞ୍ଚ ବର୍ଷରୁ କମ ଶିଶୁମାନଙ୍କୁ ରୋଗଦାଉରୁ ରକ୍ଷାକରନ୍ତୁ ବୋଲି ଏକ ପୋଷ୍ଟର ଉଦ୍ଧଘାଟିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସି ଡି ଏମ ଓ ଡ଼ଃ ନିହାରେନ୍ଦ୍ର ପଣ୍ଡା, ଏ ଡି ପି ଏଚ ଓ ଡ଼ଃ ଦେବୀପ୍ରସାଦ ମହାପାତ୍ର, ଡି ପି ଏମ ଅବନି ମହାପାତ୍ର, ଡି ଆଇ ପି ଆର ଓ ମନୋଜ ବେହେରା, ସୁବାଷ ଚନ୍ଦ୍ର ମିଶ୍ର, ଭବାନି ଶଙ୍କର ସାହୁ, ଅଭିନାଶ ସାହୁ,ଏବଂ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।