Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିନ୍ନକ୍ଷମ ଓଡ଼ିଶା ଟି-୨୦ କ୍ରିକେଟ ଟିମ୍‌ରେ ସାମିଲ ହେଲେ ଉଦିତ ହରପାଲ

କଳାହାଣ୍ଡି, ୧୪/୦୯-ଆସନ୍ତା ୨୮ ସେପ୍ଟେମ୍ବର ରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ହେବ ୩ୟ ଜାତୀୟ ଭିନ୍ନକ୍ଷମ ଟି-୨୦ କ୍ରିକେଟ୍ ପ୍ରତିଯୋଗିତା ! ଏଥିରେ ଭାଗନେବାକୁ ମନୋନୀତ ହୋଇଛନ୍ତି କେସିଙ୍ଗା ବ୍ଲକ ତୁଣ୍ଡଲା ଗ୍ରାମ ପଞ୍ଚାୟତ ବନ୍ଧପଡ଼ା ଗ୍ରାମର ଉଦିତ ହରପାଲ ! କେସିଙ୍ଗାସ୍ଥିତ ୟଙ୍ଗବ୍ଲଡ ପବ୍ଲିକ ସ୍କୁଲରେ ଶିକ୍ଷକତା କରୁଥିବା ଉଦିତଙ୍କ ଏଇ ସଫଳତାକୁ ନେଇ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି !