Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବ୍ୟବସ୍ଥା ଘେରରେ ଜୁନାଗଡ଼ କନ୍ୟା ଆଶ୍ରମ ସ୍କୁଲ କଳାହାଣ୍ଡି ଜିଲ୍ଲା ରେ ଶ୍ରେଷ୍ଟ ପ୍ରଧାନ ଶିକ୍ଷୟତ୍ରୀ ପୁରସ୍କାର ପ୍ରାପ୍ତ ଜୁନାଗଡ଼ ସରକାରୀ କନ୍ୟା ଆଶ୍ରମ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସ୍କୁଲ ପରିଦର୍ଶନ କଲେ ଜୁନାଗଡ଼ ବ୍ଳକ ଆଦିବାସୀ ସଂଘ ଭୁଲ ସ୍ୱୀକାର କଲେ ପ୍ରଧାନ ଶିକ୍ଷୟିତ୍ରୀ

କଳାହାଣ୍ଡି, ୧୫/୦୯ (ଜଗନ୍ନାଥ ନାଏକ) : ସ୍ୱାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା , ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ପଦକ୍ଷେପ ସତ୍ତ୍ୱେ , ଆଦିବାସୀ ଓ ହରିଜନ ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସରକାର ଅନେକ ଶିକ୍ଷାନୁଷ୍ଠାନ ମାନ ଖୋଲି ଛନ୍ତି ୲ ତନ୍ମଧ୍ୟରୁ ଜୁନାଗଡ଼ ଅନ୍ତେବାସୀ କନ୍ୟା ଆଶ୍ରମ ଅନ୍ୟତମ ୲ ଉକ୍ତ କନ୍ୟା ଆଶ୍ରମ ଫାଟକ ସମ୍ମୁଖରେ ଉପସ୍ଥିତ ହୋଇ ଗଲେ କନ୍ୟା ଆଶ୍ରମ ର ଚତୁଃପାର୍ଶ୍ୱ ସାଙ୍ଗକୁ ବିଦ୍ୟାଳୟ ର ପରିବେଶ କେତେ ସୁରକ୍ଷିତ ? ତାହା ସହଜେ ଅନୁମେୟ ୲ ଛାତ୍ରୀ ବିହୀନ ଅଭିଭାବିକା ନୁହେ ,ଅଭିଭାବକ ସଭାପତି ଓ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅପାରଗତା ଓ ଅବହେଳା କୁ ଲୁଚେଇ ବା ପାଇଁ ଯୋଜନା ବଦ୍ଧ ଭାବରେ ଫାଟକ ଦାୟିତ୍ଵ ରେ ଥିବା ପିଅନ୍ କୁ ଯେଉଁ ଭଲି ନିର୍ଦ୍ଦେଶ ଦେଇଛନ୍ତି ଯେ, ଅଭିଭାବକ,ଓ ଅଭିଭାବିକା ତ ଦୂରର କଥା ୲ ସ୍କୁଲ ପରିଚାଳନା କମିଟି ର ସଭ୍ଯ ସଭ୍ୟା ମାନଙ୍କୁ ମଧ୍ୟ ଫାଟକ ଭିତର କୁ ଯିବା ପାଇଁ ବାରଣ ନିୟମ ରଖିଥିବା ଅଭିଯୋଗ ପାଇ, କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ ସଂଘ ଜୁନାଗଡ଼ ବ୍ଳକ ଶାଖା ସଭାପତି ମଣ୍ଡଳୀ ସ୍କୁଲ ପରିଚାଳନା କମିଟି କୁ ସାଙ୍ଗରେ ନେଇ ଅନ୍ତେ ବାସୀ କନ୍ୟା ଆଶ୍ରମ ର ଫାଟକ ପ୍ରବେଶ କରି ଗେଟ୍ ପାସ ପଞ୍ଜୀକରଣ କରିବା କ୍ଷଣି ,ଶ୍ରେଷ୍ଠ ପ୍ରଧାନ ଶିକ୍ଷୟିତ୍ରୀ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ଛାତ୍ରୀ ବିହୀନ ସଭାପତି ଙ୍କ ଅପାରଗତା ଓ କାର୍ଯ୍ୟର ଅବହେଳା କୁ ଷଷ୍ଠ ଶ୍ରେଣୀ ର ଛାତ୍ରୀ ଙ୍କ ଅଶ୍ରୁଳ ଧାର ଧାର ଲୁହ ସାଙ୍ଗକୁ ଆକୁଳ କ୍ରନ୍ଦନ ସମ୍ପୂର୍ଣ୍ଣ ଭାବେ ପ୍ରମାଣ କରୁଥିଲା ୲ ଗେଟ୍ ପିଅନ୍ ଙ୍କ ଜରିଆରେ ପ୍ରଧାନ ଶିକ୍ଷୟିତ୍ରୀ ଆହ୍ଵାନ କ୍ରମେ ତାଙ୍କ କାର୍ଯ୍ୟଳୟ କୁ ଡାକି ଆଶ୍ରମ ର ଅନେକ ସମସ୍ୟା କୁନେଇ ସାମ୍ୟକ ଆଲୋଚନା ହୋଇଥିଲା ୲ ଏହି ଆଲୋଚନା ଚକ୍ରରେ ଜୁନାଗଡ଼

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ