Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଆ ଆଡା ଚଢ଼ାଉରେ ୪ ଜଣ ବ୍ୟକ୍ତି ଗିରଫ

କଳାହାଣ୍ଡି, ୧୯/୦୯ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥାନୀୟ ସୀତାବୋର୍ଡି ପଡାରେ ଟାଉନ ଥାନା ପୋଲିସ ତରଫରୁ ଏକ ଜୁଆ ଆଡା ଉପରରେ ଚଢା଼ଉ କରାଯାଇଛି । ଏଥିରେ ୪ ଜଣ ଜୁଆଡି ଙ୍କୁ ଧରାଯାଇଥିବା ବେଳେ ତାଙ୍କ ଠାରୁ ୪ ହଜାର ୭ ଶହ ଟଙ୍କା ଏବଂ ୫ ଟି ମୋବାଇଲ ଜବତ କରାଯାଇଛି ବୋଲି ଟାଉନ ଥାନା ପୋଲିସ ଅଧିକାରୀ ଯଶୋବନ୍ତ ହିଆଲ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ