Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣାରେ ମାତିଛନ୍ତି ଲୁଟେରା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଭବାନୀପାଟଣା, ୧୯/୦୯ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସ୍ଥାନୀୟ ମହାବୀରପଡା ଛକ ନିକଟରେ ଏକ ସ୍କୁଟିରୁ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟିକରି ଫେରାର ମାରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ମହାବୀରପଡା ଛକ ନିକଟରେ ଜଗଦୀଶ ଷ୍ଟାଇଲସ ସାମ୍ନାରେ ଏକ ଟ୍ରାକ୍ଟର ସୋରୁମର ମ୍ୟାନେଜର ଏସ.ବେଣୁଗୋପାଳ ସ୍କୁଟିରେ ଟଙ୍କା ବ୍ୟାଗ ରଖିଥଲେ । ଏଥିରେ ୩ ଲକ୍ଷ ୫୦ ହଜାର ଟଙ୍କା କାହା ସହ କଥା ହେବାକୁ ସେ ଯିବାବେଳେ ଦୁର୍ବୁତ୍ତ ସ୍କୁଟିରୁ ବ୍ୟାଗ କୁ ଘିଛିନେଇ ଯାଇଥିଲା । ତୁରନ୍ତ ପିଛା କରିବାରେ ମଧ୍ୟ ସେମାନଙ୍କୁ କାବୁ କରି ନ ପାରିଥିଲେ ଟାଉନ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ