Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସରେ ସୋସିଆଲ ଷ୍ଟାର କ୍ଲବର ରକ୍ତଦାନ

ସମ୍ବଲପୁର : ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସର ଅବସରରେ ସୋସିଆଲ ଷ୍ଟାର କ୍ଲବ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସଦର ଡାକ୍ତରଖାନା ରକ୍ତଭଣ୍ଡାର ଠାରେ କ୍ବଦର ସଦସ୍ୟ ମାନେ ରକ୍ତଦାନ କରି ରକ୍ତଦାନ ପାଇଁ ନିଜର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି।ବ୍ଲଡ୍ ବ୍ୟାଙ୍କ ଅଫିସର କଲ୍ପେସ କକ୍କଡ ଉପସ୍ଥିତ ରହି ଏହା ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ