Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ଜନସମ୍ପର୍କ ପଦଯାତ୍ରାରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

ସମ୍ବଲପୁର:ବିଜେଡି ଜନସମ୍ପର୍କ ପଦଯାତ୍ରା ଉପଲକ୍ଷେ ଆଜି ସମ୍ବଲପୁର ବିଜେଡିର ପୂର୍ବତନ ମହାନଗର ସଭାପତି ପ୍ରଫୁଲ୍ଲ କୁମାର ଦାସ,ପୂର୍ବତନ ସଂଖ୍ୟାଲଘୁ ଜିଲ୍ଲା ସଭାପତି ଜଫର ଅଲ୍ଲୀ ଖାନ,ବରିଷ୍ଠ ନେତା ହରିହର ପାଣି,ବିଜୁ ସ୍ମୃତି କମିଟିର ଉପସଭାପତି- ସତ୍ୟେନ୍ଦ୍ର ଦାସ,ବିଜୁ ସ୍ମୃତି କମିଟିର ସମ୍ପାଦକ-ଦୁଲାଲ ଚନ୍ଦ୍ର ରାୟ,ବରିଷ୍ଠ ନେତା ଅଶୋକ ମିଶ୍ର, ଲଳିତ ଖଡ଼ିଆ ଓ ସନ୍ତୋଷ ଖଡ଼ିଆ ଙ୍କ ପ୍ରମୁଖ ଉପସ୍ଥିତିରେ ବଘରାମାଲ
ଗ୍ରାମର ଗରୀବ ଅସହାୟ ଅନୁସୂଚିତ ଜାତି ବୃଦ୍ଧ/ବୃଦ୍ଧାଙ୍କୁ ବସ୍ତ୍ର ଧୋତି-ଗାମୁଛା ବାଣ୍ଟି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାବିମୁଖୀ ଯୋଜନା ବିଷୟରେ ବୁଝାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ