Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୁମ୍ମା ଆଇ ସି ଡ଼ି ଏସ ପ୍ରକଳ୍ପ ଅଧିକାରୀ ଭାବେ ପୁଷ୍ପାଞ୍ଜଳି ସାହୁଙ୍କ ଦାୟିତ୍ଵ ଗ୍ରହଣ

ପାରଳାଖେମୁଣ୍ଡି:୩/୧୦(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସମ୍ମନିତ ବିକାଶ କେନ୍ଦ୍ର(ଆଇ ସି ଡ଼ି ଏସ ର) ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଭାବେ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି l ଏହି ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଥିଲା । ବର୍ତ୍ତମାନ ଶ୍ରୀମତି ପୁଷ୍ପାଞ୍ଜଳି ସାହୁ ଗୁମ୍ମା ବ୍ଲକ ର ଶିଶୁ ବିକାଶ କେନ୍ଦ୍ର ଦାୟିତ୍ଵ ନେବାପରେ ଏଥିରେ ସ୍ବଚ୍ଛତା ଆଣିବେ ବୋଲି ଗୁମ୍ମା ବ୍ଲକ ବସୀ ଆଶା ରଖିଛନ୍ତି ।

More Stories