Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗନ୍ନାଥ ପାର୍କରେ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମ

ସମ୍ବଲପୁର: ଆଜି ସ୍ଥାନୀୟ ଜଗନ୍ନାଥ କଲୋନି ପାର୍କ ଠାରେ ଶ୍ରୀ ଜଗନ୍ନାଥ ଯୋଗ କ୍ଲାସ ପକ୍ଷରୁ ନୂଆଁଖାଇ ଜୁହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ କେନ୍ଦ୍ରର ଶ୍ରୀମତୀ ମିଲି ବେଗେରା ଓ ଜଗନ୍ନାଥ କ୍ଲବର ସଂପାଦକ ସୁଶାନ୍ତ ନାଥ ଅତିଥି ହିସାବରେ ଯୋଗ ଦେଇଥିଲେ। ଏହି ଅବସରରେ ପିଲାଙ୍କ ଦ୍ୱାରା କେକ୍ କଟାଯିବା ସହିତ ସମ୍ବଲପୁରୀ ପିଠାପଣାର ବ୍ୟବସ୍ଥା କରାଯାଇଥିଲା।ନୃତ୍ୟ ଗୀତର ମଧ୍ୟ ଆସର ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ