Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୌକା ଛକରୁ 5 ଲିଟର ଦେଶୀ ମଦ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି ସୁବଳୟା ପୋଲିସ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ଚୌକା ଛକ ରୁ ୫ ଲିଟର ଦେଶୀ ରନ୍ଧା ମଦ ଜବତ କରି ଅଭିଯୁକ୍ତ କୁ ଗିରଫ କରିଛି ସୁବଳୟା ପୋଲିସ l ମିଳିଥିବା ସୂଚନା ଗତ ମଙ୍ଗଳବାର ରୀତିରେ ସୁବଳୟା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜଣେ ଲୋକଙ୍କ ପାଖରୁ ୫ ଲିଟର ଦେଶୀ ରନ୍ଧା ମଦ ସହ ଅଭିଯୁକ୍ତ କୁ ଗିରଫ କରି ସୁବଳୟା ଥାନାରେ କେସ ନଂ ୧୮୯/୨୩ ଧାରା ୫୨ ଏ ରେ ମାମଲା ରୁଜୁକରି କୋଟଚଲାଣ କରିଥିବା ସୂଚନା ମିଳିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ