Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାର ଘଣ୍ଟିଆ ଉଲୁଣ୍ଡା ବନ୍ଦ ପ୍ରଭାବ ଶୂନ୍ୟ ; ଭଣ୍ଡୁର କଲା ପ୍ରଶାସନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଳକ କୁ ଆମ୍ ଆଦମୀ ପାର୍ଟି ଓ ତ୍ରୀକୁଟ କ୍ଷେତ୍ର ସୁରକ୍ଷା ଓ ବିକାଶ ପରିଷଦ ଟ୍ରଷ୍ଟ ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଥିବା ବେଳେ ଆନ୍ଦୋଳନ କାରି ଙ୍କୁ ପୋଲିସ ଟେକି ନେଇଥିବା ଜଣାପଡିଛି । ଫଳରେ ଉଲୁଣ୍ଡା ରେ ବନ୍ଦ ଡାକରାର ପ୍ରଭାବ ଶୂନ୍ଯ ରହିଥିଲା । ସମସ୍ତ ଦୋକାନ ବଜାର ଖୋଲା ଥିବା ବେଳେ ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ଖୋଲା ରହିଥିଲା I ଯାନବାହାନ ମଧ୍ଯ ଜାତାୟତ ସ୍ବାଭାବିକ ଥିଲା । ଏହି ଆନ୍ଦୋଳନ ରେ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସୁରେଶ କଲତା , ବୀରମହାରାଜପୁର ବ୍ଲକ ପର୍ଯ୍ୟବେକ୍ଷକ ଘନଶ୍ୟାମ ଭୋଇ , ତ୍ରିକୂଟ କ୍ଷେତ୍ର ଟ୍ରଷ୍ଟ ର ସଭାପତି କମ୍ଭୁ ଧର କର୍ଣ୍ଣ , ବିଷ୍ଚଚରଣ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।