Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ୟ ନାରାୟଣପୁର ଅଙ୍ଗନବାଡି କେନ୍ଦ୍ରରୁ ଚୋରୀ, ଥାନାରେ ମାମଲା

ଗୋପାଳପୁର ୩୦/୧୧ ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ଅଙ୍ଗନବାଡି କେନ୍ଦ୍ରରୁ ଚୋରୀ ହୋଇଥିବା ନେଇ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି l ଅଭିଯୋଗ ଅନୁଯାୟୀ ସତ୍ୟ ନାରାୟଣପୁର ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରୁ ଦୁର୍ବତ୍ତ ମାନେ ତାଲା କାଟି ସେଠାରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡର, ଦୁଇଟି ଚେୟାର, ପେସରକୁକର, ପିଲା ମାନଙ୍କ ଖେଳ ସାମଗ୍ରୀ ଆଦି ଚୋରୀ ହୋଇଥିବା ନେଇ ଅଙ୍ଗନବାଡ଼ି ଦିଦି ସୁମତି କୁମାରୀ ପଣ୍ଡା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୪୯୧/୨୩ ମାମଲା ରୁଜୁ ତଦନ୍ତ କରୁଥିବା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories