Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ହକି ପୁରୁଷ ଦଳର ସମ୍ବଲପୁର ଗସ୍ତ

ଗୋପାଳପୁର ୩/୧୨
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ହକି ପୁରୁଷ ଦଳ ସମ୍ବଲପୁର ଗସ୍ତ କରିଛି l ଏହି ଦଳ ସମ୍ବଲପୁର ଠାରେ ଆସନ୍ତା ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେବେ।ଏହି ଦଳରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ରୁ ଏନ୍. ଭେଙ୍କଟ ଶ୍ରୀ ହର୍ସ,ସନ୍ଦୀପ ସେନାପତି,ଶୁଭମ ବେହେରା, କିରଣ କୁମାର ସେଠୀ,ବିଧୁ ଭୂଷଣ ମଲିକ,ଅଭିଷେକ ବେହେରା, ଆଦିତ୍ୟ ମହାଙ୍କୁଡ଼,ଅଭିଷେକ ରାଇକା,ଆର୍. ଅନିକେତ ଈଶ୍ୱର ରାଓ ଗଞ୍ଜାମ କଲେଜ୍ ଗଞ୍ଜାମ ରୁ ଆଶୁତୋଷ ସେଠୀ, ଭଞ୍ଜନଗର କଲେଜରୁ ଦୀପକ ସେଠୀ,ବାଲିଗୁଡା ଆଦିବାସୀ କଲେଜରୁ ପ୍ରେମ କୁମାର ଦିଗାଲ,ସିବୁ ସ୍ବାଇଁ,ଅଜୟ ଦିଗାଲ,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପିଜି ରୁ ୱିଲସନ ଡୁଙ୍ଗଡୁଙ୍ଗ,ରୂପକ ବରାଳ ଙ୍କ ସମେତ ମେନେଜର ଭାବେ ଦିଗପହଣ୍ଡି ଖେମୁଣ୍ଡି କଲେଜର ପି ଇ ଟି ଏସ.ସୀତାରାମ ମୂର୍ତ୍ତି କୋଚ ଭାବେ ଛତ୍ରପୁର ର ସନ୍ତୋଷ କୁମାର ଗୌଡ ଦଳରେ ଗସ୍ତ କରିଛନ୍ତି l