Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ବାସ୍କେଟବଲ ପୁରୁଷ ଦଳର ଜୌନପୁର୍ ଗସ୍ତ

ଗୋପାଳପୁର ୧୩/୧୨
ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଆଜି ବାସ୍କେଟବଲ ପୁରୁଷ ଦଳ ଜୌନପୁର୍ ଗସ୍ତ କରିଛନ୍ତି l ଏହି ଦଳ ଜୌନପୁର୍ ସ୍ଥିତ ବୀର ବାହାଦୁର ସିଂ ପୂର୍ବାଞ୍ଚଳ ବିଶ୍ଵବିଦ୍ୟାଳୟରେ ଚଳିତ ମାସ ୧୬ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଏହି ଦଳରେ ଇମ୍ପlରିୟାଲ କଲେଜ ବ୍ରହ୍ମପୁର ର ଡି.ହରି ପ୍ରସାଦ, ଗୋପାଳପୁର କଲେଜ ରୁ ଏସ.ପବିତ୍ର ରେଡ୍ଡୀ, ବ୍ରହ୍ମପୁର ମେଡ଼ିକାଲ କଲେଜ ରୁ ବିଶାଲ ସୋରେନ,ବ୍ରହ୍ମପୁର ଓମ୍ ସାଇ କଲେଜରୁ ପ୍ରତ୍ୟୁଷ ଲାକ୍ରା, ପିପୂଲ୍ସ କଲେଜ୍ ବୁଗୁଡ଼ା ରୁ ସୁଧାକର ସହ, ଅକ୍ଷୟ ନାୟକ ପାରଳାଖେମୁଣ୍ଡି ଏସ.କେ.ସି.ଜି କଲେଜରୁ ମାନସ ରଞ୍ଜନ ପଟ୍ଟନାୟକ,ଶିବ ପ୍ରସାଦ ତlମରା ,ସିଟି କଲେଜ୍ ବ୍ରହପୁର ରୁ ଅମିତ ପାତ୍ର , ଡୁରା ରାମନାରାୟଣ ମହାବିଦ୍ୟାଳୟ ରୁ ବିଶ୍ଵନାଥ ସୀସା,ଟି.ବିବେକ ରେଡ଼ି, ଲମ୍ପଟାପୁଟ କଲେଜ ରୁ ଭଜମନ ମାଝୀ ମେନେଜର ଭାବେ ସାମନ୍ତିଆପଲ୍ଲୀ କଲେଜର ଡ଼ଃ ରମେଶ ଚନ୍ଦ୍ର ସାହୁ କୋଚ ଭାବେ ବ୍ରହ୍ମପୁର ର ଅଭିଷେକ ପଶୁପାଳକ ଦଳରେ ଗସ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories