Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ ସ୍ତରୀୟ ଏନଜିଓ ସ୍ଥାୟୀ ବିକାଶ ଲକ୍ଷ୍ୟ ପକ୍ଷରୁ ନବଜୀବନ ସେବା ଆଶ୍ରମ ରେ ଅନ୍ତେବାସୀ ଙ୍କୁ ଖାଦ୍ୟ ବଣ୍ଟନ।

ଗୋପାଳପୁର,୧୭/୧୨ ରାଜ୍ୟ ସ୍ତରୀୟ ଏନଜିଓ ସ୍ଥାୟୀ ବିକାଶ ଲକ୍ଷ୍ୟ ପକ୍ଷରୁ ଆଜି ସନ୍ଧ୍ୟା ରେ ମଦନମୋହନ ପୁର ଠାରେ ଥିବା ନବଜୀବନ ସେବା ଶ୍ରମ ଅନ୍ତେବାସୀ ମାନଙ୍କୁ ମାଗଣା ଖାଦ୍ୟ ବଣ୍ଟନ କରା ଯାଇଥିଲା।ଏହି ଅବସରରେ ଏନ ଜି ଓ ର ସଭାପତି ରବିନ୍ଦ୍ର କୁମାର ମିଶ୍ର , ସମ୍ପାଦକ ଉମା ଶଙ୍କର ସାହୁ, କୋଷାଧ୍ୟକ୍ଷ ଜୟସେନ ସାସମଲ ଓ ଆଇନ୍ ପରାମର୍ଶ ଦାତା ଆଇନଜୀବୀ ରଶ୍ମି ରଞ୍ଜନ ସିହ୍ନା ପ୍ରମୁଖ ଉପସ୍ଥିତ ରହି ଏହି ମହତ କାର୍ଯ ସମ୍ପାଦନା କରିଥିଲେ। ସୂଚନା ଯୋଗ୍ୟ ଆଜି ଏହି ରାଜ୍ୟ ସ୍ତରୀୟ ଏନଜିଓ ସ୍ଥାୟୀ ବିକାଶ ଲକ୍ଷ୍ୟ ବ୍ରହ୍ମପୁର ଠାରେ ନିଜର କାର୍ଯ୍ୟାଳୟ କୁ ଉଦଘାଟନ କରିବା ସହ ନିଜକୁ ସମାଜର ହିତସାଧନ ନିମନ୍ତେ ଏନ ଜି ଓ ସମର୍ପିତ ହୋଇଥିବା ଘୋଷଣା କରିଥିବା ବେଳେ ସନ୍ଧ୍ୟା ରେ ସେବା ଶ୍ରମ ରେ ଏପରି କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି।

More Stories