Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଗ୍ଧ ଶୀତଳି କରଣ କୋଠା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ଡବ୍ଲୁଓଡ଼ିସି ଅଧ୍ୟକ୍ଷ।

କୋକସରା:୨୦/୧୨ କୋକସରା ବ୍ଲକ ଓମଫେଡ ର ଦୁଗ୍ଧ ଶୀତଳି କରଣ କଥା ନିର୍ମାଣ ପାଇଁ ମଙ୍ଗଳବାର ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଡବ୍ଲୁଓଡ଼ିସି ଅନୁଦାନ ରୁ ୧୦ ଲକ୍ଷ ଟଙ୍କା ଅନୁଦାନ ରେ କୋକସରା ଠାରେ ଦୁଗ୍ଧ ଚାଷି ଙ୍କ ଠାରୁ ସଂଗୃହିତ ଦୁଗ୍ଧ କୁ ସୁରକ୍ଷିତ ରଖିବା ପାଇଁ ଦୁଗ୍ଧ ଶୀତଳି କରଣ ଗୃହ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡବ୍ଲୁଓଡ଼ିସି ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖ ଷ ଧି ବାଗ, ଡବ୍ଲୁଓଡ଼ିସି ସି ଇଓ ଅଜିତ କୁମାର ମିଶ୍ର, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷ ରେଡି, ରାଜ୍ୟ ଓମ ଫେଡ ସଭାପତି।କିଶୋର ଚନ୍ଦ୍ର।ପ୍ରଧାନୀ, ବିଡ଼ିଓ ସ୍ନେହାପ୍ରଭା ମାଝୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଥିଲେ। ଓମ ଫେଡ ସଂସ୍ଥା ର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories