Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜଗର ସାପ ଉଦ୍ଧାର।

ଗୋପାଳପୁର ୨୫/୧୨ ଗୋପାଳପୁର ନାରାୟଣପୁର ସ୍ଥିତ ଶ୍ରୀରାମ ସେଲିବ୍ରେଶନ ନିକଟରେ ଆଜି ମୁଖ୍ୟ ରାସ୍ତା ଦେଇ ଯାଉଥିବା ବେଳେ ସ୍ଥାନୀୟ ଅଂଚଳର ଅନ୍ତରବାଟିଆ ଗ୍ରାମର ରାମ ବେହେରା ଦେଖି ସାପ ଟି ଧରିଥିଲେ।ପରେ ସ୍ନେକ୍ ହେଲ୍ପ ଲାଇନ ର ସ୍ଵାଧୀନ କୁମାର ସାହୁ କୁ ଖବର ଦେଇଥିଲେ। ଖବର ପାଇ ସ୍ଵାଧୀନ ସେଠାରେ ପହଞ୍ଚି ଅଜଗର କୁ ଉଦ୍ଧାର କରିଥିଲେ। ଅଜଗର ଟି ପ୍ରାୟ ୮ଫୁଟ ଲମ୍ବ ଏବଂ ଓଜନ ପ୍ରାୟ ୧୦ କେଜି ହେବ ଏହି ସାପକୁ ଅନ୍ୟ ଏକ ଜଙ୍ଗଲରେ ଛଡ଼ାଯିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ