ହାଇ ମାସ୍କ୍ ଲାଇଟ୍ ଓ ରାସ୍ତା କାର୍ଯ୍ୟରେ ଦୁର୍ନୀତି ମିଳିତ ମଂଚର ଅଭିଯୋଗ ।


ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତାଳଦା ଗ୍ରାମ ପଞ୍ଚାୟତ ର ରାସ୍ତା କଡ଼ରେ ଲାଗିଥିବା ଲାଇଟ୍ ଓ କେତୋଟି ସିମେଣ୍ଟ କଂକ୍ରିଟ ରାସ୍ତା କାର୍ଯ୍ୟରେ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ଅସ୍ତରଙ୍ଗ ବ୍ଲକ ମିଳିତ ମଞ୍ଚର କର୍ମକର୍ତ୍ତା ଗଣ । ଏ ସମ୍ବଧରେ ଅସ୍ତରଙ୍ଗ ବଜାର ସ୍ଥିତ ପରୀଡା କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି,ମିଳିତ ମେଣ୍ଟ ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ବିଶ୍ଵାଳ,ପୂର୍ବତନ ସମିତି ସଭ୍ୟ ସାଇ ରଞ୍ଜନ ପ୍ରଧାନ ଓ ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି,ବି ଜେ ପି, ର ନୂଆଗଡ ମଣ୍ଡଳ ସଭାପତି ଗୋଲେଖ ପ୍ରଧାନ ,ଏହି ଅଭିଯୋଗ ଆଣି, ଏ ସମ୍ପର୍କରେ ଖୁବ୍ ଶୀଘ୍ର ବିଭାଗୀୟ ସରକାରୀ ସ୍ଥରିୟ ଉପରିସ୍ଥ ଅଧିକାରୀ ସହ ବ୍ଲକ ବିଡ଼ିଓ ଙ୍କୁ ଜଣାଇ ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ କରିଥିଲେ । ସେମାନେ ଆହୁରି ଅଭିଯୋଗ କରିଥିଲେ ଯେ, ମେ ଦୁଇ ରେ ତାଳଦା ପଞ୍ଚାୟତ ର ସେମିତି ସଭ୍ୟ ଉପ ନିର୍ବାଚନ ହେବ ଓ ମାର୍ଚ୍ଚ ୨୨ରୁ ଆଚରଣ ବିଧି ଲାଗୁ ହୋଇଛି । ହେଲେ,ଏହାକୁ ଉଲଂଘନ କରି ବିନା କାର୍ଯ୍ୟରେ ଅନ ଲାଇନରେ ଅର୍ଥ ଉଠା ଯାଇଥିବା ଅଭିଯୋଗ ହୋଇଛି । କୌଣସି ସ୍ଥାନରେ,ଲାଇଟ୍ ନ ଥିବା ବେଳେ,ମାର୍ଚ୍ଚ ମାସରେ ଲାଇଟ୍ ମରାମତି ହୋଇଥିବା ମଧ୍ୟ ଦାବି କରା ଯାଇ ଅଛି । ହେଲେ,ଏହାର ସତ୍ୟାସତ୍ୟ ସମ୍ବଧରେ ପଞ୍ଚାୟତ,କାର୍ଯ୍ୟ ନିର୍ବାହୀ,ମିର୍ଜା କମଲ ବେଗ ଙ୍କୁ ପଚାରି ବାରେ ସେ କହିଥିଲେ ଯେ, ଏହି ସବୁ ଅଭିଯୋଗ ର ସତ୍ୟତା ନାହିଁ । କିନ୍ତୁ ଲାଇଟ୍ କିଣା ଯାଇଛି ,ହେଲେ ଲାଗିପାରେ ନାହିଁ । ନେଇ,ମିଳିତ ମଞ୍ଚ ର ଅଭିଯୋଗ ।
ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତାଳଦା ଗ୍ରାମ ପଞ୍ଚାୟତ ର ରାସ୍ତା କଡ଼ରେ ଲାଗିଥିବା ଲାଇଟ୍ ଓ କେତୋଟି ସିମେଣ୍ଟ କଂକ୍ରିଟ ରାସ୍ତା କାର୍ଯ୍ୟରେ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି ଅସ୍ତରଙ୍ଗ ବ୍ଲକ ମିଳିତ ମଞ୍ଚର କର୍ମକର୍ତ୍ତା ଗଣ । ଏ ସମ୍ବଧରେ ଅସ୍ତରଙ୍ଗ ବଜାର ସ୍ଥିତ ପରୀଡା କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି,ମିଳିତ ମେଣ୍ଟ ପକ୍ଷରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ବିଶ୍ଵାଳ,ପୂର୍ବତନ ସମିତି ସଭ୍ୟ ସାଇ ରଞ୍ଜନ ପ୍ରଧାନ ଓ ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି,ବି ଜେ ପି, ର ନୂଆଗଡ ମଣ୍ଡଳ ସଭାପତି ଗୋଲେଖ ପ୍ରଧାନ ,ଏହି ଅଭିଯୋଗ ଆଣି, ଏ ସମ୍ପର୍କରେ ଖୁବ୍ ଶୀଘ୍ର ବିଭାଗୀୟ ସରକାରୀ ସ୍ଥରିୟ ଉପରିସ୍ଥ ଅଧିକାରୀ ସହ ବ୍ଲକ ବିଡ଼ିଓ ଙ୍କୁ ଜଣାଇ ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ପ୍ରଦାନ କରିଥିଲେ । ସେମାନେ ଆହୁରି ଅଭିଯୋଗ କରିଥିଲେ ଯେ, ମେ ଦୁଇ ରେ ତାଳଦା ପଞ୍ଚାୟତ ର ସେମିତି ସଭ୍ୟ ଉପ ନିର୍ବାଚନ ହେବ ଓ ମାର୍ଚ୍ଚ ୨୨ରୁ ଆଚରଣ ବିଧି ଲାଗୁ ହୋଇଛି । ହେଲେ,ଏହାକୁ ଉଲଂଘନ କରି ବିନା କାର୍ଯ୍ୟରେ ଅନ ଲାଇନରେ ଅର୍ଥ ଉଠା ଯାଇଥିବା ଅଭିଯୋଗ ହୋଇଛି । କୌଣସି ସ୍ଥାନରେ,ଲାଇଟ୍ ନ ଥିବା ବେଳେ,ମାର୍ଚ୍ଚ ମାସରେ ଲାଇଟ୍ ମରାମତି ହୋଇଥିବା ମଧ୍ୟ ଦାବି କରା ଯାଇ ଅଛି । ହେଲେ,ଏହାର ସତ୍ୟାସତ୍ୟ ସମ୍ବଧରେ ପଞ୍ଚାୟତ,କାର୍ଯ୍ୟ ନିର୍ବାହୀ,ମିର୍ଜା କମଲ ବେଗ ଙ୍କୁ ପଚାରି ବାରେ ସେ କହିଥିଲେ ଯେ, ଏହି ସବୁ ଅଭିଯୋଗ ର ସତ୍ୟତା ନାହିଁ । କିନ୍ତୁ ଲାଇଟ୍ କିଣା ଯାଇଛି ,ହେଲେ ଲାଗିପାରେ ନାହିଁ ।